![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/76/India_Naxal_affected_districts_map.svg/langor-640px-India_Naxal_affected_districts_map.svg.png&w=640&q=50)
ନକ୍ସଲବାଦ
ଭାରତର ଏକ ରାଜନୈତିକ ଦଳ / From Wikipedia, the free encyclopedia
ନକ୍ସସଲ୍ ବା ନକ୍ସଲବାଦ ସ୍ୱଭବତଃ ସାମ୍ୟବାଦି ବା କମ୍ୟୁନିସ୍ଟ ସମୂହକୁ ବୁଝାଏଏ।ବିଭିନ୍ନ ସମ୍ୟବାଦି ଦଳ ବିଭିନ୍ନ ସଙ୍ଗଠନର ଅବରନରେ ଭାରତର ବିବିଧ କୋଣରେ ଥାନ୍ତି। ଭାରତର ପୁର୍ବରେ ଥିବା ରାଜ୍ୟମାନ ଯଥା - ଝାଡ଼ଖଣ୍ଡ ପଶ୍ଚିମ ବଙ୍ଗ, ଓଡ଼ିଶାରେ ଏମାନଙ୍କୁ ମାଓବାଦୀବୋଲି ସମ୍ବୋଧନ କରାଯାଏ । "ଉନଲଫୁଲ୍ ଆକ୍ଟିଭିଟି (ପ୍ରିଭେନସନ୍) ଆକ୍ଟ" ୧୯୬୭ ଅନ୍ତର୍ଗତ ବିଧାନ ଅନୁସାରେ ଭାରତ ସରକାର ନକ୍ସଲବାଦୀ ଆତଙ୍କବାଦୀ ଘୋଷଣା କରିଛି ।
![Thumb image](http://upload.wikimedia.org/wikipedia/commons/thumb/b/bb/Srikakulam_.naxal_memorial_tower.jpg/640px-Srikakulam_.naxal_memorial_tower.jpg)
![Thumb image](http://upload.wikimedia.org/wikipedia/commons/thumb/7/76/India_Naxal_affected_districts_map.svg/640px-India_Naxal_affected_districts_map.svg.png)