From Wikipedia, the free encyclopedia
ଦେଶର ନାମ | ଜାତିସଙ୍ଘରେ ସଦସ୍ୟତା [Note 1] | ସାର୍ବଭୌମତା ଉପରେ ବିବାଦ [Note 2] | ଦେଶ ବିଷୟରେ ଟିପ୍ପଣୀ [Note 4] |
---|---|---|---|
↓ ଜାତିସଙ୍ଘର ସଦସ୍ୟ ଦେଶ କିମ୍ବା ପର୍ଯ୍ୟବେକ୍ଷକ ଦେଶ ↓ | |||
ଅଷ୍ଟ୍ରିଆ – ଅଷ୍ଟ୍ରିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଅଷ୍ଟ୍ରିଆ ଇଉରୋପୀୟ ସଙ୍ଘର ସଦସ୍ୟ ଓ ନଅଗୋଟି ରାଜ୍ୟ (Bundesländer)କୁ ନେଇ ଗଠିତ. |
ଅଷ୍ଟ୍ରେଲିଆ – ଅଷ୍ଟ୍ରେଲିଆ ରାଷ୍ଟ୍ରମଣ୍ଡଳ (commonwealth) | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଅଷ୍ଟ୍ରେଲିଆ ଏକ କମନୱେଲ୍ଥ ରିଏଲ୍ମ ଏବଂ ୬ଟି ରାଜ୍ୟ ଓ ୧୦ଟି ଅଞ୍ଚଳକୁ ନେଇ ଗଠିତ |
ଆଇଭରି କୋଷ୍ଟ – କୋଟ ଡେ ଆଇଭଏରେ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆଇସଲ୍ୟାଣ୍ଡ – ଆଇସଲ୍ୟାଣ୍ଡ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆଙ୍ଗୋଲା – ଆଙ୍ଗୋଲା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆଜେରବୈଜାନ – ଆଜେରବୈଜାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଆଜେରବୈଜାନରେ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ନାକଚିଭିଆନ ଓ ନାଗୋର୍ନୋ-କାରାବାଖ |
ଆଣ୍ଟିଗୁଆ ଓ ବାର୍ବୁଡା | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଆଣ୍ଟିଗୁଆ ଓ ବାର୍ବୁଡା ଏକ କମନୱେଲ୍ଥ ରିଏଲ୍ମ ଅର୍ଥାତ୍ ଏହା କମନୱେଲ୍ଥ ଦେଶ(ବ୍ରିଟେନର ପୂର୍ବତନ ଉପନିବେଶ)ଙ୍କ ଭିତରୁ ଗୋଟେ ଓ ଏଯାବତ୍ ବ୍ରିଟେନର ରାଜା/ରାଣୀଙ୍କୁ ଦେଶର ମୁଖିଆ ଗ୍ରହଣ କରିଥାଏ |
ଆଣ୍ଡୋରା – ଆଣ୍ଡୋରା ରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଆଣ୍ଡୋରା ଦେଶର ରାଷ୍ଟ୍ରାଧ୍ୟକ୍ଷ ପଦବୀ ମିଳିତ ଭାବେ ଫରାସୀ ରାଷ୍ଟ୍ରପତି ଓ ଅର୍ଗେଲ ରୋମାନ କ୍ୟାଥଲିକ ଧର୍ମପ୍ରଦେଶ (diocese)ର ବିଶପଙ୍କ ହାତରେ [2] |
ଆଫଗାନିସ୍ତାନ – ଆଫଗାନିସ୍ତାନ ଇସ୍ଲାମିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆବଖାଜିଆ | Abkhazia →|||
ଆର୍ଜେଣ୍ଟିନା – ଆର୍ଜେଣ୍ଟିନା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଆର୍ଜେଣ୍ଟିନା ୨୩ଟି ରାଜ୍ୟ ଓ ଗୋଟିଏ ସ୍ୱୟଂଶାସିତ ନଗରୀକୁ ନେଇ ଗଠିତ |
ଆର୍ମେନିଆ – ଆର୍ମେନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ପାକିସ୍ତାନଦ୍ୱାରା ସ୍ୱୀକୃତ ନୁହଁ[3][4][5] | |
ଆଲଜିରିଆ – ଆଲଜିରିଆ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆଲବାନିଆ – ଆଲବାନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଆୟରଲ୍ୟାଣ୍ଡ[Note 5] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଛାଞ୍ଚ:Country data ଇକ୍ୱାଡୋର – ଇକ୍ୱାଡୋର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଇଜିପ୍ଟ – ଇଜିପ୍ଟ ଆରବ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଇଟାଲୀ – ଇଟାଲୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ଇଟାଲୀରେ ୫ଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଆଓସ୍ତା ଉପତ୍ୟକା, ଫ୍ରିଉଲି-ଭେନେଜିଆ ଜିଉଲିଆ, ସାର୍ଡିନିଆ, ସିସିଲି ଓ ଟ୍ରେଣ୍ଟିନୋ-ଆଲ୍ଟୋ ଆଡିଜେ (ସୁଦ୍ତିରୋଲ) |
ଇଣ୍ଡୋନେସିଆ – ଇଣ୍ଡୋନେସିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଣ୍ଡୋନେସିଆରେ ବିଶେଷ ସ୍ୱାତନ୍ତ୍ର୍ୟ ଥିବା ପାଞ୍ଚଟି ଅଞ୍ଚଳ ରହିଛି: ଆସେହ୍, [ଜାକାର୍ତ୍ତା]], ଯୋଗଜାକାର୍ତ୍ତା, ପାପୁଆ ଓ ପଶ୍ଚିମ ପାପୁଆ [Note 6] |
ଇଥିଓପିଆ – ଇଥିଓପିଆ ସଙ୍ଘୀୟ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଥିଓପିଆ ନଅଟି ପ୍ରଦେଶ ଓ ଦୁଇଟି ଅଧିକୃତ ନଗରୀକୁ ନେଇ ଗଠିତ |
ଇରିଟ୍ରିଆ – ଇରିଟ୍ରିଆ ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଇରାକ – ଇରାକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇରାକ ୧୮ଟି ରାଜ୍ୟର ଗୋଟେ ସଙ୍ଘ[6] ଯେଉଁଥିରୁ ତିନିଟି ସ୍ୱୟଂଶାସିତ ଇରାକି କୁର୍ଦ୍ଦିସ୍ତାନର ଅଂଶବିଶେଷ |
ଇରାନ – ଇରାନ ଇସ୍ଲାମିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଇସ୍ରାଏଲ – ଇସ୍ରାଏଲ ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ୩୨ଟି ଦେଶଙ୍କଦ୍ୱାରା ସ୍ୱୀକୃତ ନୁହଁ | ପାଲେଷ୍ଟାଇନ ଦାବୀ କରୁଥିବା ପ୍ରୟ ଅଞ୍ଚଳ ଇସ୍ରାଏଲ ଅଧିକୃତ । ଇସ୍ରାଏଲ ଆକ୍ରମଣ କରି ପୂର୍ବ ଜେରୁସାଲେମକୁ ଅଧିକାର କରିଥିଲା, [7] ଯାହାକି ଆନ୍ତର୍ଜାତିକ ସମୁଦାୟଦ୍ୱାରା ମାନ୍ୟତାପ୍ରାପ୍ତ ନଥିଲା ।[8] ୱେଷ୍ଟ ବ୍ୟାଙ୍କ ଅଞ୍ଚଳଅରେ ଏଯାବତ୍ ଇସ୍ରାଏଲର ଅଧିକାର ବଳବତ୍ତର । ଇସ୍ରାଏଲର ଏକପାଖିଆ ଯୁଦ୍ଧବିରାମ ପରଠୁଁ ଗାଜା ପଟ୍ଟିରେ ଏହାର ନାଗରିକ ବା ସୈନିକ ଉପସ୍ଥିତି ନାହିଁ ତଥାପି ଆନ୍ତର୍ଜାତିକ ନିୟମାନୁସାରେ ଏହା ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଦଖଲରେ [9][10][11][12][13] ଇସ୍ରାଏଲ ୩୨ଟି ଜାତିସଙ୍ଘ ସଦସ୍ୟ ଦେଶ (ପ୍ରାୟ ସବୁ ଆରବ ଦେଶ) ଓ ସାହାରାୱି ଆରବ ପ୍ରଜାତାନ୍ତ୍ରିକ ଗଣରାଜ୍ୟଦ୍ୱାରା ସ୍ୱୀକୃତ ନୁହଁ । |
ଉଗାଣ୍ଡା – ଉଗାଣ୍ଡା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଉଜବେକିସ୍ତାନ – ଉଜବେକିସ୍ତାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଉଜବେକିସ୍ତାନରେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ ଅଛି: କାରାକଲ୍ପକସ୍ତାନ[Note 6] |
ଉତ୍ତର କୋରିଆ → ଉତ୍ତର କୋରିଆ | |||
ଉତ୍ତର ସାଇପ୍ରସ | ଉତ୍ତର ସାଇପ୍ରସ →|||
ଉରୁଗୁଏ – ଉରୁଗୁଏ ପ୍ରାଚ୍ୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଋଷିଆ – ଋଷୀୟ ସଙ୍ଘ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଋଷିଆ ୮୫ଟି ସଙ୍ଘୀୟ ଘଟକ (ଗଣରାଜ୍ୟ, ଓବଲାଷ୍ଟ, କ୍ରାଇ, ସ୍ୱୟଂଶାସିତ ଓକ୍ରୁଗ, କେନ୍ଦ୍ରୀୟ ନଗରୀ ଓ ଗୋଟିଏ ସ୍ୱୟଂଶାସିତ ଓବଲାଷ୍ଟ)ର ଏକ ସଙ୍ଘ । |
ଏଲ ସାଲଭାଡୋର – ଏଲ ସାଲଭାଡୋର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଏସ୍ତୋନିଆ – ଏସ୍ତୋନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଓମାନ – ଓମାନ ସଲ୍ତନତ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କଙ୍ଗୋ ଗଣରାଜ୍ୟ[Note 7] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କଙ୍ଗୋ ପ୍ରଜାତାନ୍ତ୍ରିକ ଗଣରାଜ୍ୟ[Note 8] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କତର – କତର ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କମ୍ବୋଡ଼ିଆ – କମ୍ବୋଡ଼ିଆ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଛାଞ୍ଚ:Country data କଲମ୍ବିଆ – କଲମ୍ବିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କାଜାଖସ୍ତାନ – କାଜାଖସ୍ତାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କାନାଡ଼ା[Note 9] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | କାନାଡ଼ା ଗୋଟେ କମନୱେଲ୍ଥ ରିଏଲ୍ମ । ଏହା ୧୦ଟି ରାଜ୍ୟ ଓ ୩ଟି ଅଞ୍ଚଳ ଏକ ସଙ୍ଘ |
କାମେରୁନ – କାମେରୁନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କିରଗିଜସ୍ତାନ – କିରଗିଜ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କିରିବାତି – କିରିବାତି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କୁଏତ – କୁଏତ ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କୁକ ଦ୍ୱୀପପୁଞ୍ଜ | କୁକ ଦ୍ୱୀପପୁଞ୍ଜ →|||
କେନିଆ – କେନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କେପ ଭର୍ଡ – କାବୋ ଭର୍ଡ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କୋମୋରୋସ – କୋମୋରୋସ ସଙ୍ଘ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | କୋମୋରୋସ ୩ଟି ଦ୍ୱୀପର ଏକ ସଙ୍ଘ[14] |
କୋରିଆ, ଉତ୍ତର – କୋରିଆ ପ୍ରଜାତାନ୍ତ୍ରିକ ଜନବାଦୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ଦକ୍ଷିଣ କୋରିଆ ଏହାର ସ୍ୱତ୍ତ୍ୱ ଦାବୀ କରେ | ଉତ୍ତର କୋରିଆ ଦୁଇଟି ଜାତିସଙ୍ଘ ସଦସ୍ୟଙ୍କଦ୍ୱାରା ଅସ୍ୱୀକୃତ: ଜାପାନ ଓ ଦକ୍ଷିଣ କୋରିଆ[Note 10][15] |
କୋରିଆ ଗଣରାଜ୍ୟ → କୋରିଆ, ଦକ୍ଷିଣ | |||
କୋରିଆ ପ୍ରଜାତାନ୍ତ୍ରିକ ଜନବାଦୀ ଗଣରାଜ୍ୟ → କୋରିଆ, ଉତ୍ତର | |||
କୋରିଆ, ଦକ୍ଷିଣ – କୋରିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ଉତ୍ତର କୋରିଆ ଏହାର ସ୍ୱତ୍ତ୍ୱ ଦାବୀ କରେ | ଦକ୍ଷିଣ କୋରିଆରେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ ରହିଛି: ଜେଜୁ-ଡୋ[16] ଦକ୍ଷିଣ କୋରିଆ ଗୋଟେ ଜାତିସଙ୍ଘ ସଦସ୍ୟଦ୍ୱାରା ଅସ୍ୱୀକୃତ: ଉତ୍ତର କୋରିଆ[Note 10] |
କୋଷ୍ଟାରିକା – କୋଷ୍ଟାରିକା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
କୋସୋଭୋ | କୋସୋଭୋ →|||
କ୍ରୋଏସିଆ – କ୍ରୋଏସିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
କ୍ୟୁବା – କ୍ୟୁବା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗାବନ – ଗାବନୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଛାଞ୍ଚ:Country data ଗାମ୍ବିଆ – ଗାମ୍ବିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗାୟାନା – ଗାୟାନା ସହକାରୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗିନି – ଗିନି ଗଣରାଜ୍ୟ[Note 11] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗିନି-ବିଶାଉ – ଗିନି-ବିଶାଉ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗ୍ୱାଟେମାଲା – ଗ୍ୱାଟେମାଲା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଗ୍ରୀସ – ହେଲେନିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ଅଥୋସ ଶୃଙ୍ଗ ଗ୍ରୀସର ଏକ ସ୍ୱୟଂଶାସିତ ଅଞ୍ଚଳ ଯାହା ମିଳିତ ଭାବେ ଆନ୍ତର୍ଜାତିକ "ପବିତ୍ର ସଙ୍ଗଠନ" ଓ ଗ୍ରୀସଦ୍ୱାରା ନିଯୁକ୍ତ ରାଜ୍ୟପାଳଙ୍କଦ୍ୱାରା ସଞ୍ଚାଳିତ ହୁଏ[17] |
ଗ୍ରେନାଡ଼ା | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଗ୍ରେନାଡ଼ା ଗୋଟେ କମନୱେଲ୍ଥ ରିଏଲ୍ମ[Note 12] |
ଘାନା – ଘାନା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଚାଡ଼ – ଚାଡ଼ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଚିଲି – ଚିଲି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଷ୍ଟର ଦ୍ୱୀପ ଓ ଜୁଆନ ଫର୍ଣ୍ଣାଣ୍ଡେଜ ଦ୍ୱୀପ ଚିଲିର ବିଶେଷ ଅଞ୍ଚଳ |
ଚୀନ – ଚୀନ ଜନବାଦୀ ଗଣରାଜ୍ୟ[Note 13] | ଜାତିସଙ୍ଘ ସଦସ୍ୟ ଦେଶ | ଛାଞ୍ଚ:ତାଇୱାନ ଅନୁସାରେ ୨୨ଟି ଦେଶଦ୍ୱାରା ସ୍ୱୀକୃତ ନୁହଁ | ଚୀନ ଜନତାନ୍ତ୍ରିକ ଗଣରାଜ୍ୟରେ ପାଞ୍ଚଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଗୁଆଙ୍ଗସି, ଇନର ମଙ୍ଗୋଲିଆ, ନିଙ୍ଗସିଆ, ଜିନଜିଆଙ୍ଗ ଓ ତିବତ । ଏହାଛଡା ଦୁଇଟି ସ୍ୱତନ୍ତ୍ର ପ୍ରଶାସନିକ କ୍ଷେତ୍ର ଚୀନର ସାର୍ବଭୌମତ୍ୱରେ,ଯଥା
ଚୀନ ୨୧ଟି ଜାତିସଙ୍ଘ ସଦସ୍ୟ ଦେଶ ଓ ଭାଟିକନଦ୍ୱାରା ସ୍ୱୀକୃତ ନୁହଁ, ଏମାନେ ବରଂ ତାଇୱାନକୁ ସ୍ୱୀକୃତ କରନ୍ତି[Note 14] |
ଚୀନ ଗଣରାଜ୍ୟ → ତାଇୱାନ | |||
ଚେକ୍ ଗଣରାଜ୍ୟ[Note 15] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଜର୍ଜିଆ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଜର୍ଜିଆରେ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଆଡଜାରା ଓ ଆବଖାଜିଆ ।[Note 6] In ଆବଖାଜିଆ and ଦକ୍ଷିଣ ଓସେଟିଆ, ବସ୍ତୁତଃ ଦୁଇଟି ନୂଆ ଦେଶ ଗଠିତ ହୋଇସାରିଛି |
ଜର୍ଡାନ – ଜର୍ଡାନ ହାଶିମି ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଜର୍ମାନୀ – ଜର୍ମାନୀ ସଙ୍ଘୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ଜର୍ମାନୀ ୧୬ଟି ରାଜ୍ୟ (Länder)ର ଏକ ସଙ୍ଘ । |
ଜାପାନ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଜାମାଇକା | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଜାମାଇକା ଗୋଟେ କମନୱେଲ୍ଥ ରିଏଲ୍ମ[Note 12] |
ଜାମ୍ବିଆ – ଜାମ୍ବିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଜିବୁଟି – ଜିବୁଟି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଜିମ୍ବାୱେ – ଜିମ୍ବାୱେ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଟିମୋର-ଲେଷ୍ଟେ → ପୂର୍ବ ଟିମୋର | |||
ଟୁଭାଲୋ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଟୁଭାଲୋ ଏକ କମନୱେଲ୍ଥ ରିଏଲ୍ମ[Note 12] |
ଟୋଗୋ – ଟୋଗୋ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଟୋଙ୍ଗା – ଟୋଙ୍ଗା ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଟ୍ରାନ୍ସନିଷ୍ଟ୍ରିଆ | ଟ୍ରାନ୍ସନିଷ୍ଟ୍ରିଆ →|||
ଟ୍ୟୁନିସିଆ – ଟ୍ୟୁନିସିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଡେନମାର୍କ – ଡେନମାର୍କ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3]
ଡେନମାର୍କ ରାଜତନ୍ତ୍ରରେ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି:
|
ଡୋମିନିକା – ଡୋମିନିକା ରାଷ୍ଟ୍ରମଣ୍ଡଳ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଡୋମେନିକାନ ରିପବ୍ଲିକ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ତାଇୱାନ | ତାଇୱାନ (ଚୀନ ଗଣରାଜ୍ୟ) →|||
ତାଜିକିସ୍ତାନ – ତାଜିକିସ୍ତାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ତାଜିକିସ୍ତାନରେ ଗୋଟିଏ ସ୍ୱୟଂଶାସିତ ଅଞ୍ଚଳ ରହିଛୀ: ଗର୍ନୋ-ବାଦଖଶାନ ସ୍ୱୟଂଶାସିତ ରାଜ୍ୟ[Note 6] |
ତାଞ୍ଜାନିଆ – ସଂଯୁକ୍ତ ତାଞ୍ଜାନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ତାଞ୍ଜାନିଆରେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ ଅଛି: ଜାଞ୍ଜିବର [Note 6] |
ତୁର୍କମେନିସ୍ତାନ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ତୁର୍କୀ – ତୁର୍କୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ତ୍ରିନିଦାଦ ଓ ଟବାଗୋ – ତ୍ରିନିଦାଦ ଓ ଟବାଗୋ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ତ୍ରିନିଦାଦ ଓ ଟବାଗୋରେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ ରହିଛି: ଟବାଗୋ[Note 6] |
ଥାଇଲ୍ୟାଣ୍ଡ – ଥାଇଲ୍ୟାଣ୍ଡ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଦକ୍ଷିଣ ଆଫ୍ରିକା – ଦକ୍ଷିଣ ଆଫ୍ରିକା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଦକ୍ଷିଣ ଓସେଟିଆ | ଦକ୍ଷିଣ ଓସେଟିଆ →|||
ଦକ୍ଷିଣ କୋରିଆ → କୋରିଆ, ଦକ୍ଷିଣ | |||
ଦକ୍ଷିଣ ସୁଦାନ – ଦକ୍ଷିଣ ସୁଦାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଦକ୍ଷିଣ ସୁଦାନ ୧୦ଟି ରାଜ୍ୟର ଏକ ସଙ୍ଘ |
ନରୱେ – ନରୱେ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ |
ନରୱେର ନିମ୍ନୋକ୍ତ ଆଶ୍ରିତ ଅଞ୍ଚଳଗୁଡ଼ିକ ରହିଛି:
|
ନାଇଜର – ନାଇଜର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ନାଇଜେରିଆ – ନାଇଜେରିଆ ସଙ୍ଘୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ନାଇଜେରିଆ ୩୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଏକ ସଙ୍ଘ |
ନାଉରୁ – ନାଉରୁ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ନାଗୋର୍ନୋ-କାରାବାଖ | ନାଗୋର୍ନୋ-କାରାବାଖ →|||
ନାମିବିଆ – ନାମିବିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ନିଉଜିଲ୍ୟାଣ୍ଡ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ନିଉଜିଲ୍ୟାଣ୍ଡ ଗୋଟେ କମନୱେଲ୍ଥ ରିଏଲ୍ମ । ଦୁଇଟି ପରାଶ୍ରିତ ଅଞ୍ଚଳ ନିଉଜିଲ୍ୟାଣ୍ଡ ଉପରେ ନିର୍ଭର:
ନିଉଜିଲ୍ୟାଣ୍ଡର ଦୁଇଟି ସ୍ୱାଧୀନ କ୍ଷେତ୍ର ପ୍ରତି ଉତ୍ତରଦାୟିତ୍ୱ ରହିଛି (କିନ୍ତୁ ନିୟନ୍ତ୍ରଣର ଦାବୀ ନୁହଁ):
କୁକ ଦ୍ୱୀପପୁଞ୍ଜ ଓ ନିଉଏର ଯଥାକ୍ରମେ ୩୯ଟି ଓ ୧୧ଟି ଜାତିସଙ୍ଘ ସଦସ୍ୟ ଦେଶ ସହ ରାଜନୈତିକ ସମ୍ବନ୍ଧ ରହିଛି ।[18][19][20] ଜାତିସଙ୍ଘରେ ସେମାନଙ୍କର ଚୁକ୍ତି କରିବାର ପୂର୍ଣ୍ଣ ଅଧିକାର ଅଛି[21] ଓ ସେମାନେ ଜାତିସଙ୍ଘର କେତେକ ବିଶିଷ୍ଟ ସଙ୍ଗଠନର ସଦସ୍ୟ. |
ନିଉଏ | ନିଉଏ →|||
ନିକାରାଗୁଆ – ନିକାରାଗୁଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ନିକାରାଗୁଆରେ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଆଟଲାଣ୍ଟିକୋ ସୁର ଓ ଆଟଲାଣ୍ଟିକୋ ନର୍ଟେ [Note 6] |
ନେଦରଲ୍ୟାଣ୍ଡ – ନେଦରଲ୍ୟାଣ୍ଡ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ନେଦରଲ୍ୟାଣ୍ଡ ରାଜତନ୍ତ୍ର ଚାରୋଟି ଦେଶକୁ ନେଇ ଗଠିତ:
ରାଜା ଓ ତାଙ୍କ ମନ୍ତ୍ରୀ ଘଟକ ଦେଶ ନେଦରଲ୍ୟାଣ୍ଡ ଓ ସମ୍ପୂର୍ଣ୍ଣ ରାଜତନ୍ତ୍ର, ଉଭୟର ଶାସନ କରନ୍ତି । କୁରାସାଓ, ସିଣ୍ଟ ମାର୍ଟେନ ଓ ଆରୁବାର ଯଥେଷ୍ଟ ସ୍ୱାଧୀନତା ରହିଛି । ବୋନାଏରେ, ସାବା ଓ ସିଣ୍ଟ ଇଉଷ୍ଟାସିଅସ ନାମକ ତିନିଟି ଦ୍ୱୀପ, ନେଦରଲ୍ୟାଣ୍ଡର ବିଶେଷ ରାଜ୍ୟ । ନେଦରଲ୍ୟାଣ୍ଡ ସମଗ୍ର ରାଜତନ୍ତ୍ର କିମ୍ବା ଏହାର ଗୋଟିଏ ଘଟକ ଦେଶ ନେଦରଲ୍ୟାଣ୍ଡକୁ ସୂଚାଇ ପାରେ । ସମଗ୍ର ରାଜତନ୍ତ୍ରଟି ଇଉରୋପୀୟ ସଙ୍ଘର ସଦସ୍ୟ କିନ୍ତୁ ଇଉରୋପୀୟ ସଙ୍ଘର ଆଇନ କେବଳ ଇଉରୋପରେ ଥିବା ଅଂଶରେ ହିଁ ଲାଗୁ ହୁଏ । |
ନେପାଳ – ନେପାଳ ସଙ୍ଘୀୟ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ନେପାଳ ୧୪ଟି ମଣ୍ଡଳକୁ ନେଇ ଗଠିତ ଏକ ସଙ୍ଘ |
ପର୍ତ୍ତୁଗାଲ – ପର୍ତ୍ତୁଗୀଜ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ପର୍ତ୍ତୁଗାଲର ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଆଜୋରେସ ଓ ମଦିରା[Note 6] |
ପାକିସ୍ତାନ – ପାକିସ୍ତାନ ଇସ୍ଲାମି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ପାକିସ୍ତାନ ଚାରୋଟି ରାଜ୍ୟ, ଗୋଟିଏ କେନ୍ଦ୍ରୀୟ ଜିଲ୍ଲା ଓ ଆଦିବାସୀ ଅଞ୍ଚଳଗୁଡିକୁ ନେଇ ଗଠିତ । ପାକିସ୍ତାନ, କାଶ୍ମୀର ଉପରେ ଭାରତର ସାର୍ବଭୌମତ୍ୱକୁ ଅସ୍ୱୀକାର କରେ ଏବଂ କାଶ୍ମୀରର କିଛି ଭାଗ ନିୟନ୍ତ୍ରଣ ମଧ୍ୟ କରେ, କିନ୍ତୁ ସ୍ପଷ୍ଟ ଭାବେ ଏହାର କୌଣସି ଭାଗ ଉପରେ ଦାବୀ କରେନାହିଁ, [22][23] ବରଂ ଏହାକୁ ବିବାଦିତ ଅଞ୍ଚଳ ଗ୍ରହଣ କରେ । [24][25] ଏହାର ନିୟନ୍ତ୍ରଣଭୁକ୍ତ କାଶ୍ମୀର ଦୁଇଟି କ୍ଷେତ୍ରରେ ବିଭକ୍ତ ଓ ପାକିସ୍ତାନର ମୁଖ୍ୟ ଭାଗଠାରୁ ସ୍ୱତନ୍ତ୍ର ଭାବେ ନିୟନ୍ତ୍ରିତ ହୁଏ:[Note 16]
|
ପାନାମା – ପାନାମା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ପାପୁଆ ନିଉ ଗିନି – ପାପୁଆ ନିଉ ଗିନି ସ୍ୱତନ୍ତ୍ର ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ପାପୁଆ ନିଉ ଗିନି ଗୋଟେ କମନୱେଲ୍ଥ ରିଏଲ୍ମ ଓ ଏହାର ଗୋଟିଏ ସ୍ୱୟଂଶାସିତ ଅଞ୍ଚଳ ରହିଛି: ବାଉଗେନଭିଲେ[Note 6] |
ପାରାଗୁଏ – ପାରାଗୁଏ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ପାଲାଉ – ପାଲାଉ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଯୁକ୍ତରାଷ୍ଟ୍ର ଆମେରିକା ସହ ମୁକ୍ତ ସଂସର୍ଗ ସନ୍ଧିଦ୍ୱାରା ଚୁକ୍ତିବଦ୍ଧ |
Palestine – ପାଲେଷ୍ଟାଇନ ପ୍ରଦେଶ | ଜାତିସଙ୍ଘରେ ପର୍ଯ୍ୟବେକ୍ଷକ ଦେଶ; ଜାତିସଙ୍ଘର ଗୋଟିଏ ବିଶେଷ ସଙ୍ଗଠନର ସଦସ୍ୟ | ଇସ୍ରାଏଲ ଏହାର ସ୍ୱତ୍ୱ ଦାବୀ କରେ | ପାଲେଷ୍ଟାଇନ ୧୩୫ଟି ଦେଶର ରାଜନୈତିକ ସମର୍ଥନ ହାସଲ କରିଛି ।[26] ଏହାର କୈଣସି ନିଶ୍ଚିତ ସୀମାରେଖା ନାହିଁ କିମ୍ବା ଏହା ଦାବୀ କରୁଥିବା ଅଧିକାଂଶ ଅଞ୍ଚଳ ଏହାର ଦଖଲରେ ହିଁ ନାହିଁ[27] ପାଲେଷ୍ଟାଇନ ଜାତିସଙ୍ଘର ୟୁନେସ୍କୋର ସଦସ୍ୟ [28] ଓ ଜାତିସଙ୍ଘରେ ପର୍ଯ୍ୟବେକ୍ଷକ ସଦସ୍ୟ । |
ପୂର୍ବ ଟିମୋର
– ଟିମୋର-ଲେଷ୍ଟେର ପ୍ରଜାତାନ୍ତ୍ରିକ ଗଣରାଜ୍ୟ[Note 17] |
ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ପେରୁ – ପେରୁ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ପୋଲାଣ୍ଡ – ପୋଲାଣ୍ଡ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ପ୍ରିଡନେଷ୍ଟ୍ରୋଭି → ଟ୍ରାନ୍ସନିଷ୍ଟ୍ରିଆ | |||
ଫିଜି – ଫିଜି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଫିଜିରେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ ରହିଛି: ରୋଟୁମା[Note 6][29][30] |
ଫିନଲ୍ୟାଣ୍ଡ – ଫିନଲ୍ୟାଣ୍ଡ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଫିଲିପାଇନ୍ସ – ଫିଲିପାଇନ୍ସ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଫିଲିପାଇନ୍ସର ଗୋଟିଏ ସ୍ୱୟଂଶାସିତ ଅଞ୍ଚଳ ଅଛି: ମୁସଲିମ ମିଣ୍ଡାନାଓରେ ଥିବା ସ୍ୱୟଂଶାସିତ ଅଞ୍ଚଳ.[Note 6] |
ଫ୍ରାନ୍ସ – ଫ୍ରାନ୍ସ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ପାଞ୍ଚଟି ବୈଦେଶିକ ଅଞ୍ଚଳ ଫ୍ରାନ୍ସ ଅନ୍ତର୍ଗତ: ଫରାସୀ ଗାୟାନା, ଗୁଆଡାଲୁପେ, ମାର୍ଟିନିକ୍, ମାୟୋଟ୍ଟେ ଓ ରିୟୁନିୟନ । ଏହାଛଡା ନିମ୍ନୋକ୍ତ ବୈଦେଶିକ ପ୍ରଦେଶଗୁଡ଼ିକ ମଧ୍ୟ ଫ୍ରାନ୍ସ ଅଧୀନରେ
|
ବଙ୍ଗଳାଦେଶ – ବଙ୍ଗଳାଦେଶ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବର୍ମା – ମିଆଁମାର ସଙ୍ଘୀୟ ଗଣରାଜ୍ୟ[Note 19][31] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବାରବାଡୋସ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ବାରବାଡୋସ ଗୋଟେ କମନୱେଲ୍ଥ ରିଏଲ୍ମ |
ବାହରିନ – ବାହରିନ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବାହାମାସ – ବାହାମାସ ରାଷ୍ଟ୍ରମଣ୍ଡଳ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ବାହାମାସ ଗୋଟେ କମନୱେଲ୍ଥ ରିଏଲ୍ମ |
ବିଷୁବରେଖୀୟ ଗିନି – ବିଷୁବରେଖୀୟ ଗିନି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବୁରକିନା ଫାସୋ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ୧୯୮୪ ଯାଏଁ ଏହାର ନାମ ଥିଲା ଊର୍ଦ୍ଧ୍ୱ ଭୋଲ୍ଟା ଗଣରାଜ୍ୟ |
ବୁରୁଣ୍ଡି – ବୁରୁଣ୍ଡି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବୁଲଗାରିଆ – ବୁଲଗାରିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ |
ବୃନେଇ – ବୃନେଇ ଦାରୁସ୍ସଲାମ୍ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବେନିନ – ବେନିନ ଗଣରାଜ୍ୟ[Note 20] | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବେଲଜିଅମ – ବେଲଜିଅମ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ବେଲଜିଅମ ଇଉରୋପୀୟ ସଙ୍ଘର ସଦସ୍ୟ |
ବେଲାଋଷ – ବେଲାଋଷ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବେଲିଜ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ବେଲିଜ ଗୋଟେ କମନୱେଲ୍ଥ ରିଏଲ୍ମ |
ବୋତ୍ସୱାନା – ବୋତ୍ସୱାନା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବୋଲିଭିଆ – Plurinational State of Bolivia | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବୋସନିଆ ଓ ହର୍ଜଗୋଭିନା | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ବ୍ରାଜିଲ – ବ୍ରାଜିଲ ସଙ୍ଘୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ବ୍ରାଜିଲ ୨୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଜିଲ୍ଲାର ଏକ ସଙ୍ଘ |
ଭାଟିକାନ ନଗରୀ – ଭାଟିକାନ ନଗରୀ ପ୍ରଦେଶ | ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥାର ସଦସ୍ୟ । | "ହୋଲି ସୀ" ନାମ ଅନ୍ତର୍ଗତ ଏହା ଜାତିସଙ୍ଘର ଏକ ପର୍ଯ୍ୟବେକ୍ଷକ ଦେଶ । ଏହା ଜାତିସଙ୍ଘର ତିନିଟି ବିଶେଷ ସଙ୍ଗଠନ ଓନାହିଁ | ଏହା ଏକ ସାର୍ବଭୌମ ସଂସ୍ଥିତି ଯାହାର ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । statesଦେଶ ସହ ରାଜନୈତିକ ସମ୍ପର୍କ ରହିଛି ।.[32] "ହୋଲି ସୀ" ଜାତିସଙ୍ଘର ସ୍ଥାୟୀ ପର୍ଯ୍ୟବେକ୍ଷକ ସଦସ୍ୟ । [33] ଏହା ମଧ୍ୟ ଜାତିସଙ୍ଘର ତିନିଟି ବିଶେଷ ସଙ୍ଗଠନର ସଦସ୍ୟ । ରୋମ ଡାୟୋସିଜର ବିଶପ ବା ପୋପ ହେଉଛନ୍ତି ଭାଟିକାନ ନଗରୀର ପଦାନୁସାରେ ଶାସକ ଓ ତାଙ୍କଦ୍ୱାରା ନିଯୁକ୍ତ ବ୍ୟକ୍ତିଙ୍କଦ୍ୱାରା ନଗରୀଟି ପରିଚାଳିତ ହୁଏ । |
ଭାନୁଆଟୁ – ଭାନୁଆଟୁ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଭାରତ – ଭାରତ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଭାରତ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ଏକ ସଙ୍ଘ |
ଭିଏତନାମ – ଭିଏତନାମ ସାମ୍ୟବାଦୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଭୁଟାନ – ଭୁଟାନ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଭେନେଜୁଏଲା – ଭେନେଜୁଏଲାର ବଲିଭାରୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଭେନେଜୁଏଲା ୨୩ଟି ରାଜ୍ୟ, ଗୋଟିଏ କେନ୍ଦ୍ରୀୟ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ଏକ ସଙ୍ଘ |
ମଙ୍ଗୋଲିଆ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମରିସସ – ମରିସସ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମରିସସରେ ଗୋଟେ ସ୍ୱୟଂଶାସିତ ଦ୍ୱୀପ ରଡ୍ରିଗୁଏସ ରହିଛି[Note 6] |
ମାଇକ୍ରୋନେସିଆ କେନ୍ଦ୍ରଶାସିତ ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଯୁକ୍ତରାଷ୍ଟ୍ର ଆମେରିକା ସହ ମୁକ୍ତ ସଂସର୍ଗ ସନ୍ଧିଦ୍ୱାରା ଚୁକ୍ତିବଦ୍ଧ । ମାଇକ୍ରୋନେସିଆ କେନ୍ଦ୍ରଶାସିତ ପ୍ରଦେଶ ଚାରୋଟି ରାଜ୍ୟର ଏକ ସଙ୍ଘ । |
ମାଡାଗାସ୍କାର – ମାଡାଗାସ୍କାର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମାଲଟା – ମାଲଟା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ମାଲାୱି – ମାଲାୱି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମାଲି – ମାଲି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମାଲେସିଆ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମାଲେସିଆ ୧୩ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ |
ମାଳଦ୍ୱୀପ – ମାଲଡିଭ୍ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମାର୍ଶାଲ ଦ୍ୱୀପପୁଞ୍ଜ – ମାର୍ଶାଲ ଦ୍ୱୀପପୁଞ୍ଜର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଯୁକ୍ତରାଷ୍ଟ୍ର ଆମେରିକା ସହ ମୁକ୍ତ ସଂସର୍ଗ ସନ୍ଧିଦ୍ୱାରା ଚୁକ୍ତିବଦ୍ଧ |
ମାସେଡୋନିଆ – ମାସେଡୋନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମାସେଡୋନିଆ ନାମକରଣ ବିବାଦାସ୍ପଦ (ଗ୍ରୀସ୍ ସହ) ହୋଇଥିବାରୁ ଜାତିସଙ୍ଘ ଓ ଅନ୍ୟ କେତେକ ଦେଶ ଏହାକୁ "ଭୂତପୂର୍ବ ଯୁଗୋସ୍ଲାଭୀୟ ମାସେଡୋନିଆ ଗଣରାଜ୍ୟ" ନାମରେ ଉଲ୍ଲେଖ କରନ୍ତି |
ମିଆଁମାର → ବର୍ମା | |||
ମେକ୍ସିକୋ – ସଂଯୁକ୍ତ ମେକ୍ସିକୋ ରାଷ୍ଟ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମେକ୍ସିକୋ ୩୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରୀୟ ଜିଲ୍ଲାର ଏକ ସଙ୍ଘ |
ମୋଜାମ୍ବିକ – ମୋଜାମ୍ବିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମୋଣ୍ଟେନେଗ୍ରୋ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମୋନାକୋ – ମୋନାକୋ ରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମୋଲ୍ଡୋଭା – ମୋଲ୍ଡୋଭା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମୋଲ୍ଡୋଭାରେ ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଗାଗାଉଜିଆ ଓ ଟ୍ରାନ୍ସନିଷ୍ଟ୍ରିଆ, ଟ୍ରାନ୍ସନିଷ୍ଟ୍ରିଆରେ ବସ୍ତୁତଃ ନୂତନ ଦେଶ ଗଠିତ ହୋଇସାରିଛି |
ମୋରିତାନିଆ – ମୋରିତାନିଆ ଇସ୍ଲାମି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ମୋରୋକ୍କୋ – ମୋରୋକ୍କୋ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ମୋରୋକ୍କୋ ପଶ୍ଚିମ ସାହାରା ଉପରେ ସାର୍ବଭୌମତ୍ୱ ଦାବୀ କରେ ଓ ଏହାର ପ୍ରାୟ ଭାଗ ମୋରୋକ୍କୋର ନିୟନ୍ତ୍ରଣରେ ହିଁ ରହିଛି ଯାହାକି ସାହାରାୱି ଆରବ ପ୍ରଜାତାନ୍ତ୍ରିକ ଗଣରାଜ୍ୟ ସହ ବିବାଦର କାରଣ |
ଯୁକ୍ତରାଜ୍ୟ – ଗ୍ରେଟ୍ ବ୍ରିଟେନ ଓ ଉତ୍ତର ଆୟର୍ଲ୍ୟାଣ୍ଡର ସଂଯୁକ୍ତ ସାମ୍ରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ଯୁକ୍ତରାଜ୍ୟ ଗୋଟେ କମନୱେଲ୍ଥ ରିଏଲ୍ମ [Note 12] ଯାହା ଚାରୋଟି ଦେଶକୁ ନେଇ ଗଠିତ: ଇଂଲଣ୍ଡ, ଉତ୍ତର ଆୟର୍ଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଓ ୱେଲସ୍ । ଯୁକ୍ତରାଜ୍ୟର ନିମ୍ନୋକ୍ତ ବୈଦେଶିକ ଅଞ୍ଚଳ ରହିଛି:
ବ୍ରିଟିଶ ରାଜା/ରାଣୀଙ୍କ ପ୍ରତ୍ୟକ୍ଷ ଅଧୀନରେ ତିନିଟି କ୍ରାଉନ ଡିପେଣ୍ଡେନ୍ସି ରହିଛି:
|
ଯୁକ୍ତରାଷ୍ଟ୍ର ଆମେରିକା – ଯୁକ୍ତରାଷ୍ଟ୍ର ଆମେରିକା | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଯୁକ୍ତରାଷ୍ଟ୍ର ୫୦ଟି ରାଜ୍ୟ, ଗୋଟେ କେନ୍ଦ୍ରୀୟ ଜିଲ୍ଲା ଓ ପାମିରା ପ୍ରବାଳଦ୍ୱୀପର ସମ୍ମିଳିତ ଅଞ୍ଚଳର ଏକ ସଙ୍ଘ । ଯୁକ୍ତରାଷ୍ଟ୍ରର ନିମ୍ନୋକ୍ତ ଅଧିକୃତ କ୍ଷେତ୍ରଗୁଡ଼ିକ ଉପରେ ସାର୍ବଭୌମତା ରହିଛି:
ନିମ୍ନୋକ୍ତ ନିର୍ଜନ ଅଧିକୃତ କ୍ଷେତ୍ର ଉପରେ ମଧ୍ୟ ଏହାର ସାର୍ବଭୌମତା ରହିଛି:
ମୁକ୍ତ ସଂସର୍ଗ ସନ୍ଧିଦ୍ୱାରା ତିନିଟି ସାର୍ବଭୌମ ଦେଶ ଯୁକ୍ତରାଷ୍ଟ୍ରର ସହଯୋଗୀ ରାଜ୍ୟରେ ପରିବର୍ତ୍ତିତ ହୋଇଛନ୍ତି
ନିମ୍ନୋକ୍ତ ଅଞ୍ଚଳଗୁଡ଼ିକ ଉପରେ ଏହା ସାର୍ବଭୌମତା ଦାବୀ କରେ ଯାହା ବର୍ତ୍ତମାନ ବିବାଦିତ:
|
ରୁଆଣ୍ଡା – ରୁଆଣ୍ଡା ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ରୋମାନିଆ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଲକ୍ସମବର୍ଗ – ଲକ୍ସମବର୍ଗ ଗ୍ରାଣ୍ଡ ଡଚି | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଲାଇବେରିଆ – ଲାଇବେରିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଲାଓସ – ଲାଓ ଜନବାଦୀ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଲାଟଭିଆ – ଲାଟଭିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଲିକ୍ଟେନଷ୍ଟାଇନ – ଲିକ୍ଟେନଷ୍ଟାଇନ ରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଲିଥୁଆନିଆ – ଲିଥୁଆନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ଲିବିଆ – ଲିବିଆ ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଲିବିଆରେ ଗୋଟେ ସ୍ୱୟଂଘୋଷିତ ସ୍ୱୟଂଶାସିତ ଅଞ୍ଚଳ ରହିଛି:[34]
|
ଲେବାନନ – ଲେବାନୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଲେସୋଥୋ – ଲେସୋଥୋ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଶ୍ରୀଲଙ୍କା – ଶ୍ରୀଲଙ୍କା ପ୍ରଜାତାନ୍ତ୍ରିକ ସାମ୍ୟବାଦୀ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଏହାର ପୂର୍ବତନ ନାମ ଥିଲା ସିଲୋନ |
ସମୋଆ – ସମୋଆ ସ୍ୱତନ୍ତ୍ର ପ୍ରଦେଶ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସର୍ବିଆ – ସର୍ବିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସର୍ବିଆର ଦୁଇଟି ସ୍ୱୟଂଶାସିତ ଅଞ୍ଚଳ ରହିଛି: ଭୋଜଭୋଡିନା ଏବଂ କୋସୋଭୋ ଓ ମେତୋହିୟା ଯାହାର ଅଧିକାଂଶ ଭାଗ ବସ୍ତୁତଃ କୋସୋଭୋ ଗଣରାଜ୍ୟ ଅଧୀନରେ |
ସାଇପ୍ରସ – ସାଇପ୍ରସ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ତୁର୍କୀଦ୍ୱାରା ସ୍ୱୀକୃତ ନୁହଁ[35] | ଇଉରୋପୀୟ ସଙ୍ଘର ସଦସ୍ୟ । [Note 3] ଦ୍ୱୀପଟିର ଉତ୍ତର-ପୂର୍ବ ଭାଗଟି ବସ୍ତୁତଃ ଉତ୍ତର ସାଇପ୍ରସ ଦେଶ । ସାଇପ୍ରସର ସରକାରକୁ ତୁର୍କୀ "ଦକ୍ଷିଣ ସାଇପ୍ରସର ଗ୍ରୀକ୍-ସାଇପ୍ରସ ପ୍ରଶାସନ" ଭବେ ଉଲ୍ଲେଖ କରିଥାଏ କାରଣ ଏହା ସାଇପ୍ରସର ସାର୍ବଭୌମତ୍ୱକୁ ସ୍ୱୀକୃତି ଦିଏ ନାହିଁ ।[36] |
ସାଉଦି ଆରବ – ସାଉଦି ଆରବ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସାଓ ତୋମେ ଓ ପ୍ରିନସିପେ – ସାଓ ତୋମେ ଓ ପ୍ରିନସିପେ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସାଓ ତୋମେ ଓ ପ୍ରିନସିପେରେ ପ୍ରିନସିପେ ଗୋଟେ ସ୍ୱୟଂଶାସିତ ଅଞ୍ଚଳ[Note 6] |
ସାନ ମାରିନୋ – ସାନ ମାରିନୋ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସାହାରାୱି ଆରବ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ସାହାରାୱି ଆରବ ପ୍ରଜାତାନ୍ତ୍ରିକ ଗଣରାଜ୍ୟ →|||
ସିଏରା ଲିଓନ – ସିଏରା ଲିଓନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସିଙ୍ଗାପୁର – ସିଙ୍ଗାପୁର ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସିରିଆ – ସିରୀୟ ଆରବ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସିରିଆ ଜାତୀୟ ସମ୍ମିଳନୀ, ଯାହାକି ୨୦ଟି ଜାତିସଙ୍ଘ ସଦସ୍ୟ ଦେଶଦ୍ୱାରା ସ୍ୱୀକୃତ, ସିରିଆ ଗୃହଯୁଦ୍ଧ ସମୟରେ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳ ପରିଚାଳନା ଲାଗି ଗୋଟିଏ କାମଚଳା ସରକାର ଗଠନ କରିଛି
ସିରିଆରେ ଗୋଟେ ସ୍ୱୟଂଘୋଷିତ ସ୍ୱୟଂଶାସିତ ଅଞ୍ଚଳ ରହିଛି:
|
ସୁଇଜରଲ୍ୟାଣ୍ଡ – ସୁଇସ୍ ପରିସଙ୍ଘ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସୁଇଜରଲ୍ୟାଣ୍ଡ ୨୬ଟି କ୍ୟାଣ୍ଟନ (ଜିଲ୍ଲା)ର ଏକ ସଙ୍ଘ |
ସୁଦାନ – ସୁଦାନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସୁଦାନ ୧୭ଟଇ ରାଜ୍ୟର ଏକ ସଙ୍ଘ । ଏହାର ଆବୟେଇ ଓ କାଫିଆ କିଙ୍ଗି ଦୁଇଟି ଅଞ୍ଚଳ ଦକ୍ଷିଣ ସୁଦାନ ସହ ବିବାଦିତ ଅଞ୍ଚଳ । |
ସୁରିନାମ – ସୁରିନାମ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସେଣ୍ଟ କିଟସ ଓ ନେଭିସ – ସେଣ୍ଟ କ୍ରିଷ୍ଟୋଫର ଓ ନେଭିସ ସଙ୍ଘ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସେଣ୍ଟ କିଟସ ଓ ନେଭିସ ଗୋଟେ କମନୱେଲ୍ଥ ରିଏଲ୍ମ ଓ ୧୪ଟି ଗ୍ରାମର ଏକ ସଙ୍ଘ |
ସେଣ୍ଟ ଭିନସେଣ୍ଟ ଓ ଗ୍ରିନେଡାନ୍ସ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସେଣ୍ଟ ଭିନସେଣ୍ଟ ଓ ଗ୍ରିନେଡାନ୍ସ[Note 12] |
ସେଣ୍ଟ ଲୁସିଆ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସେଣ୍ଟ ଲୁସିଆ ଗୋଟେ କମନୱେଲ୍ଥ ରିଏଲ୍ମ[Note 12] |
ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସେନେଗାଲ – ସେନେଗାଲ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସେଶେଲଜ – ସେଶେଲଜ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ସୋମାଲିଆ – ସୋମାଲିଆ ସଙ୍ଘୀୟ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସୋମାଲିଆ ଏକ ବିବାଦିତ ଦେଶ । ଦେଶର ଆଧିକାରିକ ସୋମାଲିଆ କେନ୍ଦ୍ର ସରକାରର ନିୟନ୍ତ୍ରଣରେ ଦେଶର ଅଳ୍ପ କିଛି ଭାଗ ହିଁ ରହିଛି । ପୁଣ୍ଟଲ୍ୟାଣ୍ଡ ଓ ଗାଲମୁଡୁଗ ନିଜକୁ ସ୍ୱୟଂଶାସିତ ଅଞ୍ଚଳ ଘୋଷିତ କରିସାରିଛନ୍ତି (ଯାହାକି କେନ୍ଦ୍ର ସରକାରଦ୍ୱାରା ଅସ୍ୱୀକୃତ) ।[37] ତା ଛଡା ଦେଶର ଅଂଶବିଶେଷକୁ ନେଇ ସୋମାଲିଲ୍ୟାଣ୍ଡ ନାମକ ଆଉ ଏକ ଦେଶ ଗଠିତ ହୋଇସାରିଛି ଯାହା ଅସ୍ୱୀକୃତ । |
ସୋମାଲିଲ୍ୟାଣ୍ଡ | ସୋମାଲିଲ୍ୟାଣ୍ଡ →|||
ସୋଲୋମନ ଦ୍ୱୀପପୁଞ୍ଜ | ଜାତିସଙ୍ଘ ସଦସ୍ୟ ଦେଶ | {{extent}ସୋଲୋମନ ଦ୍ୱୀପପୁଞ୍ଜ ଗୋଟେ କମନୱେଲ୍ଥ ରିଏଲ୍ମ[Note 12] | ନାହିଁ
|
ଛାଞ୍ଚ:Country data ସ୍ୱାଜିଲ୍ୟାଣ୍ଡ – ସ୍ୱାଜିଲ୍ୟାଣ୍ଡ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ଛାଞ୍ଚ:Country data ସ୍ୱିଡେନ – ସ୍ୱିଡେନ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ସ୍ପେନ – ସ୍ପେନ ରାଜତନ୍ତ୍ର | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] ସ୍ପେନ ୧୭ଟି ସ୍ୱୟଂଶାସିତ ସମୂହ ଓ ୨ଟି ବିଶେଷ ସ୍ୱୟଂଶାସିତ ନଗରୀରେ ବିଭକ୍ତ[Note 6] |
ସଂଯୁକ୍ତ ଆରବ ଏମିରେତ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ସଂଯୁକ୍ତ ଆରବ ଏମିରେତ ୭ଟି ଏମିରେତର ସଙ୍ଘ |
ସ୍ଲୋଭାକିଆ – ସ୍ଲୋଭାକ୍ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ସ୍ଲୋଭେନିଆ – ସ୍ଲୋଭେନିଆ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ହଙ୍ଗେରୀ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | ଇଉରୋପୀୟ ସଙ୍ଘର ସଦସ୍ୟ[Note 3] |
ହାଇତି – ହାଇତି ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ହୋଣ୍ଡୁରାସ – ହୋଣ୍ଡୁରାସ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ହୋଲି ସୀ → ଭାଟିକାନ ନଗରୀ | |||
ୟୁକ୍ରେନ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
ୟେମେନ – ୟେମେନ ଗଣରାଜ୍ୟ | ଜାତିସଙ୍ଘ ସଦସ୍ୟ ଦେଶ | ନାହିଁ | |
↑ ଜାତିସଙ୍ଘର ସଦସ୍ୟ ଦେଶ ଓ ପର୍ଯ୍ୟବେକ୍ଷକ ଦେଶ ↑ | |||
↓ ଅନ୍ୟାନ୍ୟ ଦେଶ ↓ | |||
ଆବଖାଜିଆ – ଆବଖାଜିଆ ଗଣରାଜ୍ୟ | ସଦସ୍ୟତା ନାହିଁ | ଜର୍ଜିଆ ଏହାର ସ୍ୱତ୍ୱ ଦାବୀ କରେ | ଏହା ଋଷିଆ, ନାଉରୁ, ନିକାରାଗୁଆ, ଭେନେଜୁଏଲା,[38] ନାଗୋର୍ନୋ-କାରାବାଖ, ଦକ୍ଷିଣ ଓସେଟିଆ ଓ ଟ୍ରାନ୍ସନିଷ୍ଟ୍ରିଆ[39]ଦ୍ୱାରା ସ୍ୱୀକୃତ । ଜର୍ଜିଆ ଦାବୀ କରେ ଯେ ଏହା ତାର ଏକ ରାଜ୍ୟ: ଆବଖାଜିଆ ସ୍ୱୟଂଶାସିତ ଗଣରାଜ୍ୟ । |
ଉତ୍ତର ସାଇପ୍ରସ – ଉତ୍ତର ସାଇପ୍ରସର ତୁର୍କୀୟ ଗଣରାଜ୍ୟ | ସଦସ୍ୟତା ନାହିଁ | ସାଇପ୍ରସ ଏହାର ସ୍ୱତ୍ୱ ଦାବୀ କରେ | କେବଳ ତୁର୍କୀଦ୍ୱାରା ସ୍ୱୀକୃତ । ସାଇପ୍ରସ ଏହାର ସମଗ୍ର ଅଞ୍ଚଳ ଉପରେ ସ୍ୱତ୍ୱ ଦାବୀ କରେ ।[40] |
କୁକ ଦ୍ୱୀପପୁଞ୍ଜ | ଜାତିସଙ୍ଘର ସାତଟି ବିଶେଷ ସଙ୍ଗଠନର ସଦସ୍ୟ | ନାହିଁ | ଏହା ନିଉଜିଲ୍ୟାଣ୍ଡ ସହ ମୁକ୍ତ ସଂସର୍ଗରେ ଥିବା ଦେଶ । ଏହାର ୪୧ଟି ଅନ୍ୟ ଦେଶ ସହ ରାଜନୈତିକ ସମ୍ପର୍କ ରହିଛି । ଏହା ଜାତିସଙ୍ଘର ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ସ୍ୱତନ୍ତ୍ର ଦେଶ ଭାବେ ଚୁକ୍ତି କରିବାର ପୂର୍ଣ୍ଣ କ୍ଷମତା ରହିଛି । [21] ଏହାର ଓ ନିଉଜିଲ୍ୟାଣ୍ଡର ଶାସନମୁଖ୍ୟ ଓ ନାଗରିକତା ସମାନ । |
କୋସୋଭୋ – କୋସୋଭୋ ଗଣରାଜ୍ୟ | ଜାତିସଙ୍ଘର ଦୁଇଟି ବିଶେଷ ସଙ୍ଗଠନର ସଦସ୍ୟ | ସର୍ବିଆ ଏହା ଉପରେ ସ୍ୱତ୍ୱ ଦାବୀ କରେ | ମିଳିତ ଜାତିସଙ୍ଘ ପ୍ରସ୍ତାବ ନଂ ୧୨୪୪ ଅନୁସାରେ ୧୯୯୯ମସିହାରେ କୋସୋଭୋକୁ ମିଳିତ ଜାତିସଙ୍ଘ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନ ଅଧୀନରେ ରଖାଯାଇଥିଲା । [41] କୋସୋଭୋ ୨୦୦୮ରେ ସ୍ୱାଧୀନତା ଘୋଷଣା କଲା ଓ ଏଯାଏଁ ୧୦୮ଟି ଜାତିସଙ୍ଘ ସଦସ୍ୟ ଦେଶ ଓ ଚୀନ ଗଣରାଜ୍ୟର ସ୍ୱୀକୃତି ପାଇଛି । ସର୍ବିଆ ଏହି ଅଞ୍ଚଳ ଉପରେ ନିଜର ସାର୍ବଭୌମତ୍ୱ ଦାବୀ କରେ । ଏହି ୧୦୮ଟି ଦେଶ ଛଡା ଅନ୍ୟ ଦେଶ ସର୍ବିଆର ଦାବୀକୁ ସମର୍ଥନ କରିଛନ୍ତି କିମ୍ବା ନିରପେକ୍ଷ ରହିଛନ୍ତି । ବିବାଦିତ ଅଞ୍ଚଳ ଉପରେ କୋସୋଭୋ ଗଣରାଜ୍ୟର ହିଁ ନିୟନ୍ତ୍ରଣ ରହିଛି । |
ଟ୍ରାନ୍ସନିଷ୍ଟ୍ରିଆ – ପ୍ରିଡେନିଷ୍ଟ୍ରୀୟ ମୋଲ୍ଡାଭୀୟ ଗଣରାଜ୍ୟ | ସଦସ୍ୟତା ନାହିଁ | ମୋଲ୍ଡୋଭା ଏହା ଉପରେ ସ୍ୱତ୍ୱ ଦାବୀ କରେ | ଏହା ବସ୍ତୁତଃ ଏକ ସ୍ୱତନ୍ତ୍ର ଦେଶ ।[42] ଏହା କେବଳ ଆବଖାଜିଆ, ନାଗୋର୍ନୋ-କାରାବାଖ ଓ ଦକ୍ଷିଣ ଓସେଟିଆଦ୍ୱାରା ସ୍ୱୀକୃତ ।[39] ମୋଲ୍ଡୋଭା ଦାବୀ କରେ ଯେ ଏହି ଅଞ୍ଚଳ ତାର ଏକ ଅଂଶ: ଟ୍ରାନ୍ସନିଷ୍ଟ୍ରିଆ ସ୍ୱୟଂଶାସିତ ଭୂକ୍ଷେତ୍ର[43] |
ତାଇୱାନ – ଚୀନ ଗଣରାଜ୍ୟ[Note 13] | "ଚାଇନିଜ ତାଇପେଇ" ନାମରେ ଏହା ଜାତିସଙ୍ଘର ଗୋଟିଏ ବିଶେଷ ସଙ୍ଗଠନର ସଦସ୍ୟ | ଚୀନ ଏହା ଉପରେ ସ୍ୱତ୍ୱ ଦାବୀ କରେ | ଚୀନ ବୈଧ ସରକାର କିଏ ଏ ନେଇ ତାଇୱାନ ଓ ଚୀନ ମଧ୍ୟରେ ୧୯୪୯ରୁ ଟଣାଓଟରା ଲାଗି ରହିଛି । ଚୀନ ଗଣରାଜ୍ୟ ତାଇୱାନ, କେମୋଏ, ମାତ୍ସୁ, ପ୍ରାଟା ଦ୍ୱୀପ ଓ ସ୍ପାର୍ଟଲି ଦ୍ୱୀପର ଅଂଶବିଶେଷକୁ ନିୟନ୍ତ୍ରଣ କରେ । ଚୀନର ମୁଖ୍ୟ ଭୂଖଣ୍ଡ ଉପରେ ମଧ୍ୟ ଏହା ସ୍ୱତ୍ୱ ଦାବୀ କରେ ।[44] ୩୦୧୩ ସୁଦ୍ଧା ଚୀନ ଗଣରାଜ୍ୟ ୨୧ଟି ଜାତିସଙ୍ଘ ସଦସ୍ୟ ଓ ଭାଟିକାନ ନଗରୀଦ୍ୱାରା ସ୍ୱୀକୃତ ।[Note 21] ଚୀନ ଗଣରାଜ୍ୟ ବିଭିନ୍ନ ଛଦ୍ମନାମ (ଯଥା ଚାଇନିଜ ତାଇପେଇ)ରେ ଆନ୍ତର୍ଜାତିକ ସଙ୍ଗଠନ ଗୁଡିକରେ ଭାଗ ନିଏ । ଏହା ମିଳିତ ଜାତିସଙ୍ଘର ପ୍ରତିଷ୍ଠାତା-ସଦସ୍ୟ ଥିଲା ଓ ୧୯୪୫ରୁ ୧୯୭୧ ଯାଏଁ ଏହାର ସଦସ୍ୟ ଥିଲା । ଏହି ସମୟରେ ଏହାର ଜାତିସଙ୍ଘର ସୁରକ୍ଷା ପରିଷଦରେ ଭିଟୋ ଅଧିକାର ମଧ୍ୟ ଥିଲା । |
ଦକ୍ଷିଣ ଓସେଟିଆ – ଦକ୍ଷିଣ ଓସେଟିଆ ଗଣରାଜ୍ୟ | ସଦସ୍ୟତା ନାହିଁ | ଜର୍ଜିଆ ଏହାର ସ୍ୱତ୍ୱ ଦାବୀ କରେ | ଏହା ବସ୍ତୁତଃ ଏକ ସ୍ୱତନ୍ତ୍ର ଦେଶ ।[45] ଏହା ଋଷିଆ, ନିକାରାଗୁଆ, ନାଉରୁ, ଭେନେଜୁଏଲା,[38] ଆବଖାଜିଆ, ନାଗୋର୍ନୋ-କାରାବାଖ ଓ ଟ୍ରାନ୍ସନିଷ୍ଟ୍ରିଆ[39]ଦ୍ୱାରା ସ୍ୱୀକୃତ । ଜର୍ଜିଆ ଦାବୀ କରେ ଯେ ଏହା ଦକ୍ଷିଣ ଓସେଟିଆ ଅସ୍ଥାୟୀ ପ୍ରଶାସନିକ ଖଣ୍ଡ ଭାବେ ତାର ଏକ ଅଙ୍ଗ ।[46] |
ନାଗୋର୍ନୋ-କାରାବାଖ – ନାଗୋର୍ନୋ-କାରାବାଖ ଗଣରାଜ୍ୟ[Note 22] | ସଦସ୍ୟତା ନାହିଁ | ଆଜେରବୈଜାନ ଏହାର ସ୍ୱତ୍ୱ ଦାବୀ କରେ | ବସ୍ତୁତଃ ଏହା ଏକ ସ୍ୱତନ୍ତ୍ର ପ୍ରଦେଶ ।[42][47][48] ଏହା କେବଳ ଆବଖାଜିଆ[49] ଦକ୍ଷିଣ ଓସେଟିଆ [49] ଓ ଟ୍ରାନ୍ସନିଷ୍ଟ୍ରିଆ[49][50]ଦ୍ୱାରା ସ୍ୱୀକୃତ । ଆଜେରବୈଜାନ ଏହାର ସମଗ୍ର ଅଞ୍ଚଳ ଉପରେ ସ୍ୱତ୍ୱ ଦାବୀ କରେ ।[51] |
ନିଉଏ | ଜାତିସଙ୍ଘର ପାଞ୍ଚଟି ବିଶେଷ ସଙ୍ଗଠନର ସଦସ୍ୟ | ନାହିଁ | ଏହା ନିଉଜିଲ୍ୟାଣ୍ଡ ସହ ମୁକ୍ତ ସଂସର୍ଗରେ ଥିବା ଦେଶ । ଏହାର ୧୨ଟି ଅନ୍ୟ ଦେଶ ସହ ରାଜନୈତିକ ସମ୍ପର୍କ ରହିଛି । ଏହା ଜାତିସଙ୍ଘର ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ସ୍ୱତନ୍ତ୍ର ଦେଶ ଭାବେ ଚୁକ୍ତି କରିବାର ପୂର୍ଣ୍ଣ କ୍ଷମତା ରହିଛି । [21] ଏହାର ଓ ନିଉଜିଲ୍ୟାଣ୍ଡର ଶାସନମୁଖ୍ୟ ଓ ନାଗରିକତା ସମାନ । |
ସାହାରାୱି ଆରବ ପ୍ରଜାତାନ୍ତ୍ରିକ ଗଣରାଜ୍ୟ | ସଦସ୍ୟତା ନାହିଁ | ମୋରୋକ୍କୋ ଏହାର ସ୍ୱତ୍ୱ ଦାବୀ କରେ | ଏକଦା ୮୪ଟି ଜାତିସଙ୍ଘ ସଦସ୍ୟ ଦେଶଦ୍ୱାରା ସ୍ୱୀକୃତ ଥିଲା ଯେଉଁଥିରୁ ବର୍ତ୍ତମାନ ୩୯ଟି ନିଜ ସ୍ୱୀକୃତି ପ୍ରତ୍ୟହାର କରିନେଇଛନ୍ତି । ଏହା ଆଫ୍ରିକୀୟ ସଙ୍ଘର ପ୍ରତିଷ୍ଠାତା-ସଦସ୍ୟ । ଏହାର ଅଧିକାରରେ ଥିବା ଅଞ୍ଚଳଗୁଡିକୁ ମୋରୋକ୍କୋ ନିଜର ଦକ୍ଷିଣ ରାଜ୍ୟର ଅଂଶ ବୋଲି ଦାବୀ କରେ । ଅନ୍ୟ ପକ୍ଷେ ଏହା ମୋରୋକ୍କୋ ଅଧୀନରେ ଥିବା ସମ୍ପୂର୍ଣ୍ଣ ପଶ୍ଚିମ ସାହାରା ଉପରେ ସ୍ୱତ୍ୱ ଦାବୀ କରେ । ଦେଶର ସରକାର ନିର୍ବାସିତ ଭାବେ ଆଲଜିରିଆର ଟିଣ୍ଡୁଫଠାରେ ଅବସ୍ଥିତ । |
ସୋମାଲିଲ୍ୟାଣ୍ଡ – ସୋମାଲିଲ୍ୟାଣ୍ଡ ଗଣରାଜ୍ୟ | ସଦସ୍ୟତା ନାହିଁ | ସୋମାଲିଆ ଏହାର ସ୍ୱତ୍ୱ ଦାବୀ କରେ | ଏହା ଏକ ବସ୍ତୁତଃ ସ୍ୱତନ୍ତ୍ର ଦେଶ ।[42][52][53][54][55] ଏହା ଅନ୍ୟ କୌଣସି ଦେଶଦ୍ୱାରା ସ୍ୱୀକୃତ ନୁହଁ । ସୋମାଲିଆ ସମଗ୍ର ରୂପେ ଏହାର ସ୍ୱତ୍ୱ ଦାବୀ କରେ ।[56] |
↑ Other states ↑ | |||
Legend "Membership within the UN system" column
ଜାତିସଙ୍ଘ ସଦସ୍ୟ ଦେଶ
ଜାତିସଙ୍ଘ ପର୍ଯ୍ୟବେକ୍ଷକ ଦେଶ
ଜାତିସଙ୍ଘର କୌଣସି ବିଶେଷ ସଙ୍ଗଠନର ସଦସ୍ୟ
ଜାତିସଙ୍ଘର କୌଣସି ବିଶେଷ ସଙ୍ଗଠନରେ ପର୍ଯ୍ୟବେକ୍ଷକ
ଜାତିସଙ୍ଘର ସଦସ୍ୟ ନୁହଁ |
Legend "Sovereignty dispute" column
ସାର୍ବଭୌମତ୍ୱ ସନ୍ଦେହମୁକ୍ତ
ସାର୍ବଭୌମତ୍ୱ ବିବାଦିତ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.