ବଙ୍ଗଳାଦେଶ ଏସିଆର ଗୋଟିଏ ଦେଶ । ବଙ୍ଗଳାଦେଶର କ୍ଷେତ୍ରଫଳ ୧୪,୮୫୬୦ ବର୍ଗ କିଲୋମିଟର (୫୭,୩୬୦ ବର୍ଗ ମାଇଲ) । ଏହାର ଜନସଂଖ୍ୟା ୧୬୩ ନିୟୁତରୁ ଅଧିକ ଓ ଏହା ବିଶ୍ୱର ଅଷ୍ଟମ ସର୍ବାଧିକ ଜନବହୁଳ ଦେଶ । ବାଂଲାଦେଶ ପଶ୍ଚିମ, ଉତ୍ତର ଏବଂ ପୂର୍ବରେ ଭାରତ, ଦକ୍ଷିଣ ପୂର୍ବରେ ମ୍ୟାଁମାର ଏବଂ ଦକ୍ଷିଣରେ ବଙ୍ଗୋପସାଗରରେ ଭାରତ ସୀମା ବାଣ୍ଟିଛି । ଏହା ନେପାଳ ଏବଂ ଭୁଟାନରୁ ସିଲିଗୁରି କରିଡରଦ୍ୱାରା ଏବଂ ଚୀନ୍ଠାରୁ ଉତ୍ତରରେ ଥିବା ଭାରତୀୟ ସିକ୍କିମ୍ଦ୍ୱାରା ପୃଥକ ହୋଇଛି । ବାଂଲାଦେଶର ମୋଟ ଜନସଂଖ୍ୟାର ୯୮% ବଙ୍ଗାଳୀ ଭାଷାଭାଷୀ । ବାଂଲାଦେଶର ବିଶ୍ୱର ତୃତୀୟ ବୃହତ୍ତମ ମୁସଲମାନ ଦେଶ ଭାବରେ ପରିଗଣିତ । ଢାକା ବଙ୍ଗଳାଦେଶର ରାଜଧାନୀ , ବୃହତ୍ତମ ସହର ଏବଂ ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର । ଚିଟାଗଙ୍ଗ ଦେଶର ବୃହତ୍ତମ ସାମୁଦ୍ରିକ ବନ୍ଦର ଓ ଦ୍ୱିତୀୟ ବୃହତ୍ତମ ସହର।

Quick Facts ବଙ୍ଗଳାଦେଶ, ରାଜଧାନୀ ...
ବଙ୍ଗଳାଦେଶ

  • গণপ্রজাতন্ত্রী বাংলাদেশ
  • Gônoprojatontri Bangladesh
Thumb
Flag
ଜାତୀୟ ସଙ୍ଗୀତ: 

Amar Shonar Bangla
My Golden Bangla
Thumb
ରାଜଧାନୀDhaka
23°45′50″N 90°23′20″E
ବୃହତ୍ତମ ସହରcapital
ସରକାରୀ ଭାଷାBengali (Bangla)
ଜାତି
(1998)
98% Bengali
2% other[1]
ଜାତୀୟତାBangladeshi
GovernmentUnitary parliamentary democracy[2]
 President
Zillur Rahman
 Prime Minister
Sheikh Hasina
 Speaker
Abdul Hamid
 Chief Justice
Md. Muzammel Hossain
ବିଧାନ ମଣ୍ଡଳJatiya Sangsad
Independence 
 Declared
26 March 1971
 Current constitution
4 November 1972[1]
କ୍ଷେତ୍ରଫଳ
 ମୋଟ
147,570 km2 (56,980 sq mi) (94th)
 ଜଳଭାଗ (%)
6.4
ଲୋକସଂଖ୍ୟା
 2011 census
149,772,364[3]
 ଘନତା
1,033.5/km2 (2,676.8/sq mi) (9th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2020 estimate
 ମୋଟ
$917.805 billion[4] (29)
 ମୁଣ୍ଡପିଛା
$5456[4] (136)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2020 estimate
 ମୋଟ
$347.991 billion[4] (39)
 ମୁଣ୍ଡପିଛା
$2067[4]
ଜିନି ଗୁଣାଙ୍କ  (2015)32.4[5]
Error: Invalid Gini value
ମାନବ ବିକାଶ ସୂଚନାଙ୍କ (2017)Increase 0.614[6]
Error: Invalid HDI value · 135th
ମୁଦ୍ରାTaka (BDT)
ସମୟ ମଣ୍ଡଳUTC+6 (BST)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼880
ISO 3166 codeBD
Internet TLD.bd
Website
"Population Census 2001, Preliminary Report". Bangladesh Bureau of Statistics. 2001-08. Archived from the original on 2011-08-23. Retrieved 2012-07-26. {{cite web}}: Check date values in: |date= (help)
  1. Adjusted population, p.4,
Close

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.