ତାମସା
ପାରମ୍ପାରିକ ଓଡ଼ିଆ ଗୀତ-ନାଟ କଳା / From Wikipedia, the free encyclopedia
ତାମସା ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ କଳାକାରମାନେ ଅଭିନୟ କରି ନାଚିଥାନ୍ତି ।
Quick Facts ତାମସା, ମାଧ୍ୟମ ...
ତାମସା | |
---|---|
ମାଧ୍ୟମ | ଗୀତ-ନାଟ |
ପ୍ରକାର | ମୋଗଲ ତାମସା |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଭଦ୍ରକ, ଓଡ଼ିଶା ଭାରତ |
ଗୀତ-ସଙ୍ଗୀତ | ତାମସା ଗୀତ |
Close