![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0a/Jagannath_temple_at_Gunupur%252CRayagada.jpg/640px-Jagannath_temple_at_Gunupur%252CRayagada.jpg&w=640&q=50)
ଜଗନ୍ନାଥ ମନ୍ଦିର, ଗୁଣପୁର
From Wikipedia, the free encyclopedia
ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ ।[1][2][3] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
- ଏହି ଲେଖାଟି ରାୟଗଡ଼ାରେ ଥିବା ଜଗନ୍ନାଥ ମନ୍ଦିର ବାବଦରେ । ବାକିସବୁ ପାଇଁ, ଜଗନ୍ନାଥ ମନ୍ଦିର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଜଗନ୍ନାଥ ମନ୍ଦିର, ଗୁଣପୁର, Religion ...
ଜଗନ୍ନାଥ ମନ୍ଦିର, ଗୁଣପୁର | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରାୟଗଡ଼ା |
Location | |
ସ୍ଥାନ | ଗୁଣପୁର |
State | ଓଡ଼ିଶା |
Country | ଭାରତ |
Close