From Wikipedia, the free encyclopedia
ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ଗୁଣପୁରଠାରେ ଅବସ୍ଥିତ ।[1][2][3] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଜଗନ୍ନାଥ ମନ୍ଦିର, ଗୁଣପୁର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରାୟଗଡ଼ା |
Location | |
ସ୍ଥାନ | ଗୁଣପୁର |
State | ଓଡ଼ିଶା |
Country | ଭାରତ |
ମୂଳ ମନ୍ଦିରଟି ଶହେ ବର୍ଷରୁ ଅଧିକ ପୁରୁଣା ଓ ତାହା ଜୟପୁର ମହାରାଜା ବିକ୍ରମଦେବଙ୍କଦ୍ୱାରା ପ୍ରତିଷ୍ଠିତ ।[4] ନୂତନ ମନ୍ଦିରଟି ୧୯୯୭ ମସିହାରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୮୦ କି.ମି. ଦୂରରେ ଅବସ୍ଥିତ ।
ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।
ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.