ଗଞ୍ଜାମ ଜିଲ୍ଲା
ଓଡ଼ିଶାର ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ଗଞ୍ଜାମ, ଦେଶ ...
ଗଞ୍ଜାମ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବ୍ରହ୍ମପୁର, ଆସ୍କା, କନ୍ଧମାଳ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୧୩ଟି ଆସନ |
Population (୨୦୧୧) | |
• ଜିଲ୍ଲା | ୩୫୨୦୧୫୧ |
• Rank | ଓଡ଼ିଶାରେ ପ୍ରଥମ (୧/୩୦) |
• Density | 429/km2 (1,110/sq mi) |
• Urban | ୭୬୬୫୬୩ |
• Rural | ୨୭୫୩୫୮୮ |
• ୬ ବର୍ଷରୁ କମ୍ ଶିଶୁ | ୩୯୭୯୨୦ |
Time zone | ଭାରତୀୟ ମାନକ ସମୟ (IST) +୫.୩୦ |
ଡାକ କୋଡ଼ (ପିନ୍) | ୭୬୧ xxx |
ଯାନବାହାନ ପଞ୍ଚୀକରଣ | OR/07, OD/07 (ଛତ୍ରପୁର RTO) OD/32 (ଭଞ୍ଜନଗର RTO) |
ଜିଲ୍ଲାପାଳ | ଦିବ୍ୟଜ୍ୟୋତି ପରିଡ଼ା[1] |
Website | Official website |
Close
ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ ।
ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ।