କ୍ଷୀର
ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟ ମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ / From Wikipedia, the free encyclopedia
କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ । ନବଜାତ ଶିଶୁ ସେ ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ ଯେ ପର୍ଯ୍ୟନ୍ତ ସେ ଅନ୍ୟ ଖାଦ୍ୟ ପଦାର୍ଥର ସେବନ କରିବାରେ ଅକ୍ଷମ ହୋଇଥାଏ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ ।ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ , ଏହା ଛଡା ଏ , ଡି , କେ ଏବଂ ଈ ସହିତ ଫସଫରସ , ମ୍ୟାଗ୍ନେସିୟମ , ଆୟୋଡିନ ପରି କିଛି ଦ୍ରବ୍ୟ କିମ୍ବା ବସା ତଥା ଊର୍ଜା ମଧ୍ୟ ହୋଇଥାଏ । ଏହାଛଡା ଏଥିରେ କିଛି ଏଞ୍ଜାଇମ୍ ଏବଂ କିଛି ଜୀବିତ ରକ୍ତ କୌଶିକମାନ ମଧ୍ୟ ରହିପାରେ । [2]
Quick Facts Nutritional value per 100 g (3.5 oz), Energy ...
Nutritional value per 100 g (3.5 oz) | |
---|---|
Energy | 252 kJ (60 kcal) |
Carbohydrates | 5.26 g |
- Sugars | 5.26 g |
- Lactose | 5.26 g |
Fat | 3.25 g |
- saturated | 1.865 g |
- monounsaturated | 0.812 g |
- polyunsaturated | 0.195 g |
Protein | 3.22 g |
- Tryptophan | 0.075 g |
- Threonine | 0.143 g |
- Isoleucine | 0.165 g |
- Leucine | 0.265 g |
- Lysine | 0.140 g |
- Methionine | 0.075 g |
- Cystine | 0.017 g |
- Phenylalanine | 0.147 g |
- Tyrosine | 0.152 g |
- Valine | 0.192 g |
- Arginine | 0.075 g |
- Histidine | 0.075 g |
- Alanine | 0.103 g |
- Aspartic acid | 0.237 g |
- Glutamic acid | 0.648 g |
- Glycine | 0.075 g |
- Proline | 0.342 g |
- Serine | 0.107 g |
Water | 88.32 g |
Vitamin A equiv. | 28 μg (4%) |
Thiamine (vit. B1) | 0.044 mg (4%) |
Riboflavin (vit. B2) | 0.183 mg (15%) |
Vitamin B12 | 0.44 μg (18%) |
Vitamin D | 40 IU (7%) |
Calcium | 113 mg (11%) |
Magnesium | 10 mg (3%) |
Potassium | 143 mg (3%) |
100 ml corresponds to 103 g.[1] Percentages are relative to US recommendations for adults. Source: USDA Nutrient Database |
Close