![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0b/XIX_Commonwealth_Games-2010_Delhi_Krishna_Poonia_of_India_won_the_Gold_medal_in_Women%25E2%2580%2599s_Discus_event%252C_at_Jawaharlal_Nehru_Stadium%252C_in_New_Delhi_on_October_11%252C_2010.jpg/640px-thumbnail.jpg&w=640&q=50)
କ୍ରୀଷ୍ଣା ପୁନିୟା
ଭାରତୀୟ ଡିସକସ ଖେଳାଳୀ / From Wikipedia, the free encyclopedia
କ୍ରୀଷ୍ଣା ପୁନିୟା (ଇଂରାଜୀ :Krishna Poonia) (ଜନ୍ମ ୦୫ ମଇ ୧୯୭୭) ଜଣେ ଭାରତୀୟ ଡିସ୍କସ ଥ୍ରୋଅର ଅଟନ୍ତି । ସେ 11 ଅକ୍ଟୋବର 2010 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଣ୍ଡଳ ଖେଳର ଫାଇନାଲ ମ୍ୟାଚରେ ଡିସ୍କସ ପକାଇ 61.51 ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ 2011 ମସିହାରେ ଭାରତ ସରକାର ନାଗରିକ ସମ୍ମାନରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ । [2]
Quick Facts ବ୍ୟକ୍ତିଗତ ତଥ୍ୟ, ଜନ୍ମ ...
![]() | ||||||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | (1977-05-05) ୫ ମଇ ୧୯୭୭ (ବୟସ ୪୭) Agroha, Haryana, India | |||||||||||||||||
ଉଚ୍ଚତା | 1.86 m (6 ft 1 in)[1] | |||||||||||||||||
ଓଜନ | 79 kg (174 lb; 12.4 st) (2013–present) | |||||||||||||||||
Sport | ||||||||||||||||||
ଦେଶ | ![]() | |||||||||||||||||
କ୍ରୀଡ଼ା | Athletics | |||||||||||||||||
Event(s) | Discus | |||||||||||||||||
Achievements and titles | ||||||||||||||||||
Personal best(s) | 64.76 m (Wailuku 2012) | |||||||||||||||||
Medal record
|
Close