![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/16/Quinine.svg/langor-640px-Quinine.svg.png&w=640&q=50)
କୁଇନାଇନ୍
From Wikipedia, the free encyclopedia
କୁଇନାଇନ୍ ଔଷଧ ମ୍ୟଲେରିଆ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହାର କରାଯାଏ ତଥା ବାବେସିଓସିସ୍ (babesiosis) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[2] ପ୍ଲାଜମୋଡିଅମ୍ ଫାଲସିପେରମ୍ ଯୋଗୁ ହେଉଥିବା ମ୍ୟାଲେରିଆ ଯଦି କ୍ଲୋରୋକୁଇନ ପ୍ରତିରୋଧୀ ଥାଏ ଓ ଆର୍ଟେସୁନେଟ ନ ମିଳିଲେ କୁଇନାଇନ୍ ଦିଆଯାଏ ।[2][3] ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ରୋଗରେ ଏହା ବ୍ୟବହୃତ ହେଉଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । କୁଇନାଇନ୍ ପ୍ରତିରୋଧୀ ମ୍ୟଲେରିଆ ମଧ୍ୟ ପୃଥିବୀରେ କେତେକ ସ୍ଥାନରେ ଦେଖାଯାଏ ।[2]
![]() | |
![]() | |
Clinical data | |
---|---|
Pronunciation | US: /ˈkwaɪnaɪn/, /kwɪˈniːn/ or UK: /ˈkwɪniːn/ KWIN-een |
Trade names | Qualaquin, Quinate, Quinbisul |
AHFS/Drugs.com | monograph |
MedlinePlus | a682322 |
data |
|
Pregnancy category |
|
Routes of administration | By mouth, intramuscular, intravenous, rectal |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 70-95%[1] |
Metabolism | Liver (mostly CYP3A4 and CYP2C19-mediated) |
Elimination half-life | 8-14 hours (adults), 6-12 hours (children)[1] |
Excretion | Kidney (20%) |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.004.550 ![]() |
Chemical and physical data | |
Formula | C20H24N2O2 |
Molar mass | ୩୨୪.୪୨ g·mol−1 |
3D model (JSmol) | |
Melting point | 177 °C (351 °F) |
SMILES
| |
InChI
| |
![]() ![]() |
କୁଇନାଇନ୍ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଟିନିଟସ୍, ଦୃଷ୍ଟି ସମସ୍ୟା ଓ ଝାଳ ବୁହା ଆଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବଧିରତା, ଅଳ୍ପ ରକ୍ତ ପ୍ଲାଟେଲେଟ ଓ ଅନିୟମିତ ହୃତ୍ସ୍ପନ୍ଦନ ଦେଖାଯାଏ । ଏହି ଔଷଧ ବ୍ୟବହାର କଲେ ଆତପଦାହ (sunburn) ହେବା ସମ୍ଭାବନା ରହେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ବିପଦଜନକ କି ନୁହେଁ ସ୍ପଷ୍ଟ ଜଣାନଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ । ଏହାର କାର୍ଯ୍ୟକଳାପ ସ୍ପଷ୍ଟ ଜଣାଯାଇ ନାହିଁ ।[2]
ସନ ୧୮୨୦ରେ ସିଙ୍କୋନା ଗଛର ଛାଲିରୁ ପ୍ରଥମେ କୁଇନାଇନ୍ ପୃଥକ୍ କରାଯାଇଥିଲା ।[2][4] ପ୍ରାୟ ସନ ୧୬୩୨ ପରଠାରୁ ମ୍ୟଲେରିଆ ଚିକିତ୍ସା ନିମନ୍ତେ ଏହି ଗଛ ଛାଲି ବ୍ୟବହାର କରାଯାଉଛି । [5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏକ କୋର୍ସ କୁଇନାଇନ୍ର ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୩.୪୦ ଆମେରିକୀୟ ଡଲାର । [7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ସର ମୂଲ୍ୟ ପ୍ରାୟ ୨୫୦ ଡଲାର । [2]