କନ୍ନାଟ ପ୍ଲେସ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts କନ୍ନାଟ ପ୍ଲେସ, Country ...
କନ୍ନାଟ ପ୍ଲେସ | |
---|---|
commercial, shopping | |
Panoramic view of inner circle and central park in Connaught Place | |
Nickname: cp | |
Country | India |
State | Delhi |
District | New Delhi |
Named for | Duke of Connaught and Strathearn |
Government | |
• Body | New Delhi Municipal Council |
Languages | |
Time zone | UTC+5:30 (IST) |
PIN | 110001 |
Lok Sabha constituency | New Delhi |
Close
କନ୍ନାଟ ପ୍ଲେସ (कनॉट प्लेस) ଭାରତୀୟ ରାଜଧାନୀ ମହାନଗରର ଏକ ବୃହତ୍ତମ ଆର୍ଥିକ , ବାଣିଜ୍ୟିକ କେନ୍ଦ୍ର । ଏହାକୁ CP କୁହାଯାଇଥାଏ ଓ ଏଠାରେ ଅନେକ ବିଖ୍ୟାତ ଭାରତୀୟ ସଂସ୍ଥାନ ମାନଙ୍କ ମୁଖ୍ୟାଳୟ ରହିଛି ।ନୂଆ ଦିଲ୍ଲୀର ଏହି ମୁଖ୍ୟ ବାଣିଜ୍ୟ ଅଞ୍ଚଳ ବ୍ରିଟିଶ ସମୟରେ ମଧ୍ୟ ଦିଲ୍ଲୀ ସହରର ଗର୍ବର ସ୍ଥାନ ଅଧିକାର କରିଥିଲା ଓ ଏଠାରେ ଅନେକ ଐତିହ ମୂଳକ ସ୍ଥାପତ୍ୟ ରହିଛି । ଏହା " lutyen's ଦିଲ୍ଲୀ" ନାମରେ ଖ୍ୟାତ ଥିଲା ।
ଏହାର ନିର୍ମାଣ 1929 ମସିହାରେ ଆରମ୍ଭ ହେଇ 1933ରେ ସମାପ୍ତ ହେଇଥିଲା ଓ ଇଂଲଣ୍ଡ କନ୍ନାଟର ପ୍ରଥମ ଡୂକଙ୍କ ନାମାନୁସାରେ ନମିତା ହେଇଥିଲା । ବର୍ତ୍ତମାନ ଏହା ତଳ ଦେଇ ଦିଲ୍ଲୀ ମେଟ୍ରୋର ଲାଇନ ଯାଇଛି ଓ ଏଠାରେ ରାଜୀବ ଚୌକ ମ୍ନାମକ ମେଟ୍ରୋ ଷ୍ଟେସନ ରହିଛି । [1]