କନ୍ଧମାଳ ଜିଲ୍ଲା
ଓଡ଼ିଶାର ଏକ ଜିଲ୍ଲା,ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts କନ୍ଧମାଳ, ଦେଶ ...
କନ୍ଧମାଳ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କନ୍ଧମାଳ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୩ଟି ଆସନ
|
Area | |
• ଜିଲ୍ଲା | 8,021 km2 (3,097 sq mi) |
Population (୨୦୨୩) | |
• ଜିଲ୍ଲା | ୧୦୧୯୦୨୩ |
• Density | 127/km2 (330/sq mi) |
• Urban | ୭୨୧୬୪ |
• Rural | ୬୫୯୭୮୮ |
• ୬ ବର୍ଷରୁ କମ ଶିଶୁ | ୧୦୬୩୭୯ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୨ xxx |
ତାର (ଏସ୍.ଟି.ଡ଼ି) | +୦୬୮୪x |
ଯାନବାହାନ ପଞ୍ଚୀକରଣ | OD-12 |
ଜିଲ୍ଲାପାଳ | ଶ୍ରୀ ଆଶିଷ ଈଶ୍ୱର ପାଟିଲ |
Website | Official website |
Close
କନ୍ଧମାଳ ଜିଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଫୁଲବାଣୀ କନ୍ଧମାଳର ସବୁଠୁ ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା । ଏହା ଜୈବିକ ହଳଦି ପାଇଁ ଜଣାଶୁଣା ।