ଓ ମାଇଁ ଲଭ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[1] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାଂସୁ ସାମନ୍ତରାୟ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[2]
ଓ ମାଇଁ ଲଭ୍ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ପ୍ରଭାଂସୁ ସାମନ୍ତରାୟ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ରାଜଦୀପ ଅର୍ଚ୍ଚିତା ସାହୁ ପିଣ୍ଟୁ ନନ୍ଦ ହରିହର ମହାପାତ୍ର କୁନା ତ୍ରିପାଠୀ ବିଜୟ ମହାନ୍ତି ତନ୍ଦ୍ରା ରାୟ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଅର୍ଚ୍ଚିତା ସାହୁ ।[3] ଅର୍ଚ୍ଚିତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[4][5] ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା, ତନ୍ଦ୍ରା ରାୟ, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ରାଜଦୀପ
- ଅର୍ଚ୍ଚିତା ସାହୁ[6]
- ପିଣ୍ଟୁ ନନ୍ଦ
- ହରିହର ମହାପାତ୍ର
- କୁନା ତ୍ରିପାଠୀ
- ବିଜୟ ମହାନ୍ତି
- ପ୍ରେମାଞ୍ଜନ ପରିଡ଼ା
- ତନ୍ଦ୍ରା ରାୟ
- ଗ୍ଲୋରିଆ ମହାନ୍ତି
- ପ୍ରକୃତି ମିଶ୍ର[6]
- ଭୂପତି ତ୍ରିପାଠୀ[7]
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[2] ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାର ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ବିଭୁ କିଶୋର, ତପୁ ମିଶ୍ର, ଇରା ମହାନ୍ତି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ଧୀରେ ଧୀରେ" | |
2. | "ଏଇ ବୋଧେ ପ୍ରେମ (ପୁରୁଷ)" | |
3. | "ଏଇ ବୋଧେ ପ୍ରେମ (ନାରୀ)" | |
4. | "ଝିଅକୁ ସଜେଇ ଦିଅ" | |
5. | "ଓଃ ମାଇଁ ଲଭ୍ (ଦୁଃଖ)" | |
6. | "ଓଃ ମାଇଁ ଲଭ୍ (ପୁରୁଷ)" | |
7. | "ଟିପି ଟିପି ଚନ୍ଦନକ" | |
8. | "ତୁ ସିଲି ସିଲି ଗାର୍ଲ" |
ଆଧାର
ବାହାର ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.