ଏଲ୍ଟିରାଇନସ
From Wikipedia, the free encyclopedia
ଏଲ୍ଟିରାଇନସ (English: Altirhinus;/ˌælt[invalid input: 'ɨ']ˈraɪnəs/; "high snout") ଡାଇନୋସର ବଂଶର ଜୀବ ଅଟେ ।[1] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା ।[ବିଦ୍ର 1]
Quick Facts Altirhinus ଜୀବାଶ୍ମ କାଳ: Early Cretaceous, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
Altirhinus ଜୀବାଶ୍ମ କାଳ: Early Cretaceous | |
---|---|
Skull | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Sauropsida |
ଅଧିଗଣ: | Dinosauria |
ଗଣ: | Ornithischia |
ଉପଗଣ: | Ornithopoda |
ଅବଗଣ: | Iguanodontia |
ଅଧିକୁଳ: | Hadrosauroidea |
ପ୍ରଜାତି: | Altirhinus |
ଜାତି: | A. kurzanovi |
ବାଇନୋମିଆଲ ନାମ | |
Altirhinus kurzanovi Norman, 1998 | |
Close
ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।