ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ ।[1][2] କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।

Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Major groups ...
Dinosaurs
ଜୀବାଶ୍ମ କାଳ: Late Triassic—Present, 231.4–0 Ma
PreЄ
Є
O
S
D
C
P
T
J
K
Pg
N
Thumb
Mounted skeletons of various non-avian dinosaurs, each from a different group. Clockwise from top-left are skeletons of: a predatory theropod (Tyrannosaurus Rex), a large sauropod (Diplodocus), a duck-billed ornithopod (Parasaurolophus), a bird-like dromaeosaurid (Deinonychus), an early ceratopsian (Protoceratops), and a plated thyreophoran (Stegosaurus).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
Clade: Dracohors
ଗୋଷ୍ଠୀ: ଡାଇନୋସରିଆ
Owen, 1842
Major groups
  • Ornithischia
  • Saurischia
Close

ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି ।

ନାମକରଣ

୧୮୪୨ରେ ଡାଇନୋସୁରିଆ taxonର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ୱରେ ମାନ୍ୟତା ଲାଭ କରିଥିଲା । [3]:103 ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ δεινός (deinos,ମାନେ "terrible," "potent," କିମ୍ବା "fearfully great") ଓ σαῦρος (sauros,ମାନେ "lizard" କିମ୍ବା "reptile") ଆସିଅଛି । [3]:103[4] ସାଧାରଣତଃ ଏହି ନାମକରଣ ପଞ୍ଝା , ଦାନ୍ତ ଇତ୍ୟାଦିକୁ ଆଖି ଆଗରେ ରଖି କରାଯାଉଥିଲେହେଁ, ଓୱେନ ଏହାକୁ ତାର ଆକାର ଓ ବିଶାଳତା ଅନୁସାରେ କରିଥିଲେ ।

ସଂଜ୍ଞା

ବିବର୍ତ୍ତନର ଇତିହାସ

ଶ୍ରେଣୀ ବିଭାଗ

ବିଲୁପ୍ତ

ଅଧିକ ଦେଖନ୍ତୁ

ଆଧାର

ଅଧିକ ପଢନ୍ତୁ

ବାହାର ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.