![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/42/IndraNooyiDavos2010ver2.jpg/640px-IndraNooyiDavos2010ver2.jpg&w=640&q=50)
ଇନ୍ଦ୍ରା ନୂଇ
ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି ପେପ୍ସିକୋ ର ବର୍ / From Wikipedia, the free encyclopedia
ଇନ୍ଦ୍ରା କ୍ରିଷ୍ଣମୂର୍ତ୍ତି ନୂଇ(ଜନ୍ମ ୨୮ ଅକ୍ଟୋବର ୧୯୫୫) ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି [2] ପେପ୍ସିକୋର ବର୍ତ୍ତମାନର ସଭାଧ୍ୟକ୍ଷ ଓ ମୂଖ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ।
Quick Facts Indra Nooyi, ଜନ୍ମ ...
Indra Nooyi | |
---|---|
![]() | |
ଜନ୍ମ | Indra Krishnamurthy (1955-10-28) ୨୮ ଅକ୍ଟୋବର ୧୯୫୫ (ବୟସ ୬୮) |
ଜାତୀୟତା | United States[1] |
ଶିକ୍ଷାନୁଷ୍ଠାନ | Madras Christian College (B.S., 1974) IIM Calcutta (P.G.D.B.M., 1976) Yale School of Management (M.A., 1980) |
ବୃତ୍ତି | Chairperson & CEO of PepsiCo |
ଚାକିରିକ୍ଷେତ୍ର | PepsiCo |
ବୈବାହିକ-ସାଥୀ | Raj K. Nooyi |
Close
ସେ ଲଗାତାର ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳା ଶ୍ରେଣୀରେ ସ୍ଥାନ ଅଧିକାର କରିଛନ୍ତି [3]।୨୦୧୪ ମସିହାରେ ଫୋର୍ବସ୍ ମଗାଜିନ୍ଦ୍ୱାରା ପୃଥିବୀର ଶକ୍ତିଶାଳୀ ନାରୀଙ୍କ ମଧ୍ୟରେ ୧୩ତମ ସ୍ଥାନ[4] ଅଧିକାର କରିଥିଲେ।,ଏବଂ ୨୦୧୬ ଫୋରଚୁନ ତାଲିକାରେ ସେ ପୃଥିବୀର ୮୨ତମ ଶକ୍ତିଶାଳୀ ମହିଳା ରୂପେ ସ୍ଥାନ ପାଇଥିଲେ।