ଅଶୋକସୁନ୍ଦରୀ
ଜଣେ ହିନ୍ଦୁ ଦେବୀ ତଥା ଶିବ ଓ ପାର୍ବତୀଙ୍କର କନ୍ୟା ଅଟନ୍ତି । / From Wikipedia, the free encyclopedia
ଅଶୋକସୁନ୍ଦରୀ (Sanskrit: अशोकसुन्दरी, Aśokasundarī) ଜଣେ ହିନ୍ଦୁ ଦେବୀ ତଥା ଶିବ ଓ ପାର୍ବତୀଙ୍କର କନ୍ୟା ଅଟନ୍ତି । ପଦ୍ମ ପୁରାଣରେ ତାଙ୍କର ଜୀବନୀ ବର୍ଣ୍ଣନା କରାଯାଇଛି ।[1] ଅଶୋକସୁନ୍ଦରୀଙ୍କୁ ଦକ୍ଷିଣ ଭାରତରେ ମୁଖ୍ୟତଃ ବାଲା ତ୍ରିପୁରସୁନ୍ଦରୀ (Bala Tripurasundari) ନାମରେ ପୂଜା କରନ୍ତି ।
Quick Facts ଅଶୋକସୁନ୍ଦରୀ, ଅନ୍ଯ ନାମ ...
ଅଶୋକସୁନ୍ଦରୀ | |
---|---|
ଅନ୍ଯ ନାମ | ଲାବଣ୍ୟ, ଆନଭି, ବାଲା ତ୍ରିପୁରା ସୁନ୍ଦରୀ, ବିରଜା |
Devanagari | अशोकसुन्दरी |
Sanskrit Transliteration | Aśokasundarī |
Affiliation | ଦେବୀ, ଅଶୋକସୁନ୍ଦରୀ |
ଲୋକ | କୈଳାସ |
ସ୍ୱାମୀ/ସ୍ତ୍ରୀ | ନହୁଷ |
ଭାଇଭଉଣୀ | ଗଣେଶ (ଭାଇ), କାର୍ତ୍ତିକେୟ (ଭାଇ) |
ସନ୍ତାନଗଣ | ଯଯାତି ଓ ଶହେ କନ୍ୟା |
ପୁସ୍ତକ | ପଦ୍ମ ପୁରାଣ |
Close