ଅମ୍ବାଜୀ
From Wikipedia, the free encyclopedia
ଅମ୍ବାଜୀ ଗୁଜରାଟ ରାଜ୍ୟର ବନାସ କାଣ୍ଠା ଜିଲ୍ଲାର ଏକ ସହର। ଆରାସୁର ଗ୍ରାମ( ଆବୁରୋଡ ଷ୍ଟେସନଠାରୁ ୧୨ କି.ମି )ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ତଥା ମାଆ ଅମ୍ବାଜୀଙ୍କ ମନ୍ଦିର ପାଇଁ ଏହା ପ୍ରସିଦ୍ଧ ।