ବାଲେଶ୍ୱର
ଭାରତୀୟ ରାଜ୍ୟ ଓଡ଼ିଶାର ଏକ ନଗର । / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ବାଲେଶ୍ୱର, ଦେଶ ...
ବାଲେଶ୍ୱର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ଭାଷା | ଓଡ଼ିଆ, ଇଂରାଜୀ |
Named for | ବାଲୁକା ସହର |
Elevation | 16 m (52 ft) |
Population (2011) | |
• ସହର | ୧,୧୮,୨୦୨ |
• Metro | ୧,୭୭,୫୫୭ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୬୦୦୧[1] |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD/01 |
Website | Official website |
Close
ବାଲେଶ୍ୱର ଓଡ଼ିଶାର ଉତ୍ତରରେ ଥିବା ବାଲେଶ୍ୱର ଜିଲ୍ଲାର ମୁଖ୍ୟ ସହର ଓ ସଦର ମହକୁମା ।
ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୯୪ କିମି ଦୂରରେ ଅବସ୍ଥିତ । ବାଲେଶ୍ୱର ସହରରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ, ସରକାରୀ ଅଫିସ ଆଉ ବେସରକାରୀ କମ୍ପାନିର ପ୍ରଧାନ ଅଫିସସବୁ ଅଛି । ବାଲେଶ୍ୱରର ଚାନ୍ଦିପୁର ବେଳାଭୁମି, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଚନ୍ଦନେଶ୍ୱର ମନ୍ଦିର, ଭୂଷଣ୍ଡେଶ୍ୱର ମନ୍ଦିର, ତାଳସାରି ବେଳାଭୂମି, ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ଆହୁରି ଅନେକ ଦର୍ଶନୀୟ ସ୍ଥାନସବୁ ଅଛି । ବାଲେଶ୍ୱର ଓଡ଼ିଆ ସାହିତ୍ୟ ଓ କଳାର ଏକ ମିଳନଭୁମି । ଓଡ଼ିଆ ସାହିତ୍ୟର ଅନେକ ପ୍ରମୁଖ ସ୍ରଷ୍ଟା, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଦୀନକୃଷ୍ଣ ଦାସ, ମନୋଜ ଦାସ, ବ୍ରଜନାଥ ରଥ, କମଳାକାନ୍ତ ଲେଙ୍କାଙ୍କର ଏହା ଜନ୍ମଭୂମି ।