ଚନ୍ଦ୍ରଶେଖର ସାହୁ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଚନ୍ଦ୍ର ଶେଖର ସାହୁ (ଜନ୍ମ: ୭ ଜୁଲାଇ ୧୯୫୦) ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ଛିଡ଼ାହୋଇଥିବା ଚନ୍ଦ୍ରଶେଖର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ୯୪,୮୪୪ ଭୋଟରେ ପରାସ୍ତ କରିଥିଲେ ।[1] ପୂର୍ବରୁ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ରାଜ୍ୟ ଶ୍ରମ ଏବଂ ରୋଜଗାର ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ ।
Quick Facts ଚନ୍ଦ୍ରଶେଖର ସାହୁ, ସାଂସଦ: ୧୭ଶ ଲୋକ ସଭା ...
ଚନ୍ଦ୍ରଶେଖର ସାହୁ | |
---|---|
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ସିଦ୍ଧାନ୍ତ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଶ୍ରମ ଏବଂ ରୋଜଗାର ବିଭାଗ | |
କାର୍ଯ୍ୟକାଳ ୨୦୦୬ – ୨୦୦୯ | |
ସାଂସଦ: ୧୪ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1950-07-07) ୭ ଜୁଲାଇ ୧୯୫୦ (ବୟସ ୭୩) ବ୍ରହ୍ମପୁର, ଗଞ୍ଜାମ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ |
ଜୀବନ ସାଥୀ | ସ୍ୱର୍ଗତଃ ଲୀଳା ସାହୁ |
ସନ୍ତାନ | ୩ |
ବାପା/ବୋଉ | ବିପ୍ର ଚରଣ ସାହୁ (ବାପା) |
ଘର | ବିଜିପୁର ମୁଖ୍ୟ ରାସ୍ତା, ବ୍ରହ୍ମପୁର, ଗଞ୍ଜାମ |
ବୃତ୍ତି | ରାଜନୀତିଜ୍ଞ |
Close