ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଜାନୁଆରୀ ବର୍ଷର ୨୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୫ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୬ ଦିନ ) ।

୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦୩୧
  ୨୦୨୪ (ଶନିବାର)
  ୨୦୨୩ (ଶୁକ୍ରବାର)
  ୨୦୨୨ (ଗୁରୁବାର)
  ୨୦୨୧ (ବୁଧବାର)
  ୨୦୨୦ (ସୋମବାର)
  ୨୦୧୯ (ରବିବାର)
  ୨୦୧୮ (ଶନିବାର)
  ୨୦୧୭ (ଶୁକ୍ରବାର)
  ୨୦୧୬ (ବୁଧବାର)
  ୨୦୧୫ (ମଙ୍ଗଳବାର)

ଜନ୍ମ

ମୃତ୍ୟୁ

ଘଟଣାବଳୀ

  • ୧୯୩୬ ଏଡୱାର୍ଠ-ଅଷ୍ଟମ ଇଂଲଣ୍ଡର ରାଜାଭାବେ ଅଭିଷିକ୍ତ।
  • ୧୯୮୬ ଆମେରିକାରେ ମାର୍ଟିନ ଲୁଥର କିଙ୍ଗଙ୍କ ଜନ୍ମ ଦିବସକୁ ଜାତୀୟ ସ୍ଥରରେ ଛୁଟିଦିନ ଘୋଷଣା ।
  • ୧୯୮୮ ଆଣ୍ଡ୍ୟୁ ହଫମ୍ୟାନ୍ ସ୍କେଟିଂରେ ବିଶ୍ୱ ରେକର୍ଡ ।
  • ୧୯୯୦ ମହାକାଶ ଯାନ କଲମ୍ବିଆ-୧୦ ଅବତରଣ ।
  • ୧୯୯୩ ବିଲ କ୍ଲିଣ୍ଟନ ଆମେରିକାର ୪୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ।

ପର୍ବପର୍ବାଣି

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.