From Wikipedia, the free encyclopedia
୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କଦ୍ୱାରା ୧୭ତମ ଲୋକ ସଭା ଗଠନ କରାଯାଇଥିଲା ।[1] ଭାରତୀୟ ନିର୍ବାଚନ ଆୟୋଗଙ୍କଦ୍ୱାରା ୧୧ ଅପ୍ରେଲ ୨୦୧୯ରୁ ୧୯ ମଇ ୨୦୧୯ ପର୍ଯ୍ୟନ୍ତ ସମଗ୍ର ଭାରତରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୧୯ ମଇ ୨୩ ତାରିଖ ସକାଳେ ଆନୁଷ୍ଠାନିକ ଭାବେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇଥିଲା।
୧୭ଶ ଲୋକ ସଭା | |||||
---|---|---|---|---|---|
| |||||
Overview | |||||
ସଭା | ଭାରତୀୟ ସଂସଦ | ||||
କାର୍ଯ୍ୟକାଳ | ୨୪ ମଇ ୨୦୧୯ – ୫ ଜୁନ ୨୦୨୪ | ||||
ନିର୍ବାଚନ | ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ | ||||
ସରକାର | Third National Democratic Alliance Government | ||||
Sovereign | |||||
ରାଷ୍ଟ୍ରପତି | ରାମ ନାଥ କୋଭିନ୍ଦ ଦ୍ରୌପଦୀ ମୁର୍ମୁ | ||||
ଉପରାଷ୍ଟ୍ରପତି | M. Venkaiah Naidu Jagdeep Dhankhar | ||||
House of the People | |||||
ସଦସ୍ୟଗଣ | ୫୪୩ | ||||
Speaker of the House | ଓମ ବିର୍ଲା | ||||
Leader of the House | ନରେନ୍ଦ୍ର ମୋଦି | ||||
Prime Minister | ନରେନ୍ଦ୍ର ମୋଦି | ||||
Leader of the Opposition | ଖାଲି ୨୬ ମଇ ୨୦୧୪ରୁ | ||||
Party control | National Democratic Alliance |
ଓମ୍ ବିର୍ଲା ଗୃହର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ନେତା ପଦ ସୁନିଶ୍ଚିତ କରିବା ପାଇଁ କୌଣସି ଦଳ ପାଖରେ ୧୦ ପ୍ରତିଶତ ଆସନ ନଥିବାରୁ ଏବେ ବିରୋଧୀ ଦଳ ନେତା ନାହାନ୍ତି। ତେବେ ଦ୍ୱିତୀୟ ବୃହତ୍ତମ ଦଳ ଲୋକ ସଭାରେ କଂଗ୍ରେସର ନେତା ହେଉଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।[2][3]
ସପ୍ତଦଶ ଲୋକ ସଭାରେ ସର୍ବାଧିକ ୧୪ ପ୍ରତିଶତ ମହିଳା ପ୍ରତିନିଧି ରହିଛନ୍ତି। ୨୬୭ ଜଣ ସଦସ୍ୟ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି | ୨୩୩ ଜଣ ସଦସ୍ୟ (୪୩ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ୪୭୫ ଜଣ ସଦସ୍ୟଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରାଯାଇଛି। ହାରାହାରି ସମ୍ପତ୍ତି ୨୦.୯ କୋଟି ଟଙ୍କା (୨.୬ ନିୟୁତ ଆମେରିକୀୟ ଡଲାର) ଥିଲା। ପାଖାପାଖି ୩୯ ପ୍ରତିଶତ ସଦସ୍ୟ ବୃତ୍ତିଗତ ଭାବେ ରାଜନେତା କିମ୍ବା ସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ବୋଲି ଜଣାପଡିଛି ।
ଦଳ | ଆସନ | ସାଂସଦ ଦଳର ନେତା |
---|---|---|
ଭାରତୀୟ ଜାତୀୟ କଂଗ୍ରେସ | TBD | TBD |
ଭାରତୀୟ ଜନତା ପାର୍ଟି | TBD | TBD |
ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ | TBD | TBD |
ଏ.ଆଇ.ଏ ଡି.ଏମ୍.କେ | TBD | TBD |
ଡି.ଏମ୍.କେ | TBD | TBD |
ଶିବ ସେନା | TBD | TBD |
ତେଲୁଗୁ ଦେଶମ୍ ପାର୍ଟି | TBD | TBD |
ତେଲେଙ୍ଗାନା ରାଷ୍ଟ୍ର ସମିତି | TBD | TBD |
ବିଜୁ ଜନତା ଦଳ | TBD | TBD |
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | TBD | TBD |
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି | TBD | TBD |
ସମାଜବାଦୀ ପାର୍ଟି | TBD | TBD |
ଲୋକ ଜନ ସମ୍ପର୍କ ପାର୍ଟି | TBD | TBD |
ଆମ୍ ଆଦମୀ ପାର୍ଟି | TBD | TBD |
ଶିରୋମଣି ଅକାଳୀ ଦଳ | TBD | TBD |
ୱାଇଏସ୍ଆର୍ କଂଗ୍ରେସ | TBD | TBD |
ସର୍ବ ଭାରତୀୟ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା | TBD | TBD |
ସ୍ୱାଧୀନ | TBD | TBD |
ରାଷ୍ଟ୍ରୀୟ ଜନତା ଦଳ | TBD | TBD |
ରାଷ୍ଟ୍ରୀୟ ଲୋକ ସମତା ପାର୍ଟି | TBD | TBD |
ଅପନା ଦଳ | TBD | TBD |
ଇଣ୍ଡିଆନ ନେସ୍ନାଲ୍ ଲୋକ ଦଳ | TBD | TBD |
ଇଣ୍ଡିଆନ ଇଉନିଅନ ମୁସ୍ଲିମ୍ ଲିଗ୍ | TBD | TBD |
ଜନତା ଦଳ (ସଂଯୁକ୍ତ) | TBD | TBD |
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା | TBD | TBD |
All India Majlis-e-Ittehadul Muslimeen | TBD | TBD |
ଅଲ୍ଇଣ୍ଡିଆ ଏନ୍.ଆର୍. କଂଗ୍ରସ | TBD | TBD |
ଭାରତୀୟ କମ୍ୟୁନିଷ୍ଟ ପାର୍ଟି | TBD | TBD |
ଜାତୀୟ କନଫରେନ୍ସ | TBD | TBD |
ଜାମ୍ମୁ ଆଣ୍ଡ କାଶ୍ମୀର ପିପୁଲ୍ସ୍ ଡେମୋକ୍ରେଟିକ୍ ପାର୍ଟି | TBD | TBD |
ଜନତା ଦଳ (ଧର୍ମ ନିରପେକ୍ଷ) | TBD | TBD |
ନେସ୍ନାଲିଷ୍ଟ ଡେମୋକ୍ରିଟିକ୍ ପ୍ରୋଗ୍ରେସିଭ୍ ପାର୍ଟି | TBD | TBD |
ନେସ୍ନାଲ୍ ପିପୁଲ୍ସ ପାର୍ଟି | TBD | TBD |
Pattali Makkal Katchi | TBD | TBD |
ରାଷ୍ଟ୍ରୀୟ ଲୋକ ଦଳ | TBD | TBD |
ରିଭୋଲ୍ୟୁସ୍ନାରୀ ସୋସିଆଲିଷ୍ଟ ପାର୍ଟି | TBD | TBD |
ସିକ୍କିମ ପ୍ରଜାତାନ୍ତ୍ରିକ ମୋର୍ଚ୍ଚା | TBD | TBD |
ସ୍ୱାଭିମାନୀ ପକ୍ଷ | TBD | TBD |
ଜନ ଅଧିକାର ପାର୍ଟି (ଲୋକତାନ୍ତ୍ରିକ) | TBD | TBD |
Makkal Needhi Maiam | TBD | TBD |
ମନୋନୀତ ଆଂଲୋ ଇଣ୍ଡିଆନ୍ | TBD | TBD |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.