ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ହିନ୍ଦୋଳ (କ୍ରମିକ ସଂଖ୍ୟା: ୫୬) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ହିନ୍ଦୋଳ ବ୍ଳକ ଓ ଓଡ଼ାପଡ଼ା ବ୍ଳକ ।[2][3]
ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୨,୩୦୮ |
ଜିଲ୍ଲା: | ଢେଙ୍କାନାଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମୀଧର ବେହେରାଙ୍କଠାରୁ ୫୦୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଞ୍ଜଳି ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରେବତୀ ବେହେରାଙ୍କଠାରୁ ୧୫,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ହିନ୍ଦୋଳ [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅଞ୍ଜଳି ବେହେରା | ୬୦,୨୯୧ | ୪୪.୮୩ | - | |
କଂଗ୍ରେସ | ରେବତୀ ବେହେରା | ୪୫,୨୫୨ | ୩୩.୬୫ | - | |
ଭାଜପା | ଲକ୍ଷ୍ମୀଧର ବେହେରା | ୨୩,୧୫୭ | ୧୭.୨୨ | - | |
ବସପା | ଗୋଲେଖ ବିହାରି ନାଏକ | ୧,୬୫୭ | ୧.୨୩ | - | |
ସ୍ୱାଧୀନ | ନାରାୟଣ ନାୟକ | ୧,୨୧୫ | ୦.୯୦ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ନାରାୟଣ ନାଏକ | ୧,୦୯୦ | ୦.୮୧ | - | |
ସମୃଦ୍ଧ ଓଡ଼ିଶା | ପୁଷ୍ପାଞ୍ଜଳି ନାୟକ | ୯୭୦ | ୦.୭୨ | - | |
ସପା | ସୁରେଶ ଚନ୍ଦ୍ର ନାଏକ | ୮୬୫ | ୦.୬୪ | - | |
ଭୋଟ ବ୍ୟବଧାନ | ୧୫,୦୩୯ | ୧୧.୧୮* | - | ||
ମତଦାନ ହାର | ୧,୩୪,୫୩୦ | ୬୨.୨୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[7] [8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.