ହିନ୍ଦୁସ୍ତାନ
From Wikipedia, the free encyclopedia
ହିନ୍ଦୁସ୍ତାନ (pronunciation (help·info)) ଉତ୍ତ/ଉତ୍ତର-ପଶ୍ଚିମ ଭାରତୀୟ ଉପ-ମହାଦ୍ୱୀପ ପାଇଁ ଏକ ଭୌଗଳିକ ଶବ୍ଦ ଅଟେ , କେବେ କେବେ ସମଗ୍ର ଉପ-ମହାଦ୍ୱୀପ ପାଇମଧ୍ୟ ବ୍ୟବହାର ହୋଇଥାଏ ।[1][2] 11 ବିଂ ଶତାବ୍ଦୀରେ ତୁର୍କୀ ବିଜୟ ସମୟରେ ହିନ୍ଦ ଏବଂ ହିନ୍ଦୁସ୍ତାନ ଶବ୍ଦ ଫରାସୀ ଏବଂ ଆରବୀରେ ରହିଥିଲା ।