From Wikipedia, the free encyclopedia
ହାଙ୍ଗଳ, ଭାରତୀୟ ରାଜ୍ୟ କର୍ଣାତକର ଏକ ଏଇତିହାସିକ ସହର । ଏହା ହୁବଲି-ଧରବାଦର 75 କିଲୋମିଟର ଦକ୍ଷିଣକୁ ରହିଛି । ଏହା ତୁଙ୍ଗଭଦ୍ରା ନଦୀର ପଶ୍ଚିମକୁ 35 କିଲୋମିରତ ଦୂରରେ ଅବସ୍ଥିତ । ଆରବ ସାଗର ମଧ୍ୟ ଏହା ନିକଟରେ ରହିଛି । ଏହା ଏକ କୃଷିପ୍ରଧାନ ଅଞ୍ଚଳ ।
Hanagal
ಹಾನಗಲ್ Hangal | |
---|---|
town | |
Nickname: Panagal | |
Country | India |
State | Karnataka |
District | Haveri |
Lok Sabha Constituency | Haveri |
Elevation | 555 m (1,821 ft) |
Population (2011) | |
• Total | ୨୮,୧୫୯ |
Languages | |
Time zone | UTC+5:30 (IST) |
PIN | 581 104 |
Telephone code | 08379 |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA-27 |
Website | www |
.[1]
ଏହା ପ୍ରାଚୀନ କଡମ୍ବ ସମ୍ଭ୍ରାଜୀର ରାଜଧାନୀ ରହିଥିଲା । 485 ମସିହା ସମୟରେ କଡମ୍ବ ସମ୍ଭରଜ୍ୟ ଏକ ବିଶାଳ ରାଜ୍ୟ ଥିଲା । ସେହି ସମୟରେ ନିର୍ମିତ ଜୈନ ମନ୍ଦିର ଏଠାରେ ରହିଛି ।
4 2001 ଜନଗଣନା ଅନୁସାରେ ହାଙ୍ଗଳର ଜନସଂଖ୍ୟା 25.011 ଥିଲା । ଏହା ମଧ୍ୟରୁ 51 % ପୁରୁଷ ରହିଥିବା ବେଳେ 49 % ମହିଳା ଥିଲେ । ଏଠାରେ ସାକ୍ଷ୍ୟରତା ହାର 64 % ଥିଲା ଓ 6 ବର୍ଷରୁ କମ ସଂଖ୍ୟା 14 % ରହିଥିଲା । under six years of age.
ଏଠାରେ ଚାଲୁକ୍ୟ ଓ ହୋୟଶାଳା ରାଜବଂଶ ସମୟର ଅନେକ ପ୍ରାଚୀନ ମନ୍ଦିର ସମୂହ ରହିଛି ।
Photo Gallery |
---|
|
|
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.