From Wikipedia, the free encyclopedia
ସୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ବାଲେଶ୍ୱର ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ଗୋଟିଏ, ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତ ସମିତି ।
ଏହା ୫ ନମ୍ବର ଜାତୀୟ ରାଜପଥ ବା ଜଗନ୍ନାଥ ସଡ଼କ ନିକଟରେ କଲିକତାରୁ ଚେନ୍ନାଇ ଯିବା ରାସ୍ତରେ, ଭଦ୍ରକ ଓ ବାଲେଶ୍ୱର ସହରର ମଝା-ମଝିରେ ଅବସ୍ଥିତ । ଏହା ସୋର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ ।
୨୦୧୧ ଜଣଗଣନା ଅନୁସାରେ,[2] ସୋରରର ଲୋକସଂଖ୍ୟା ୨୭,୭୯୪ ।
ଓଡ଼ିଆ ସୋରର ସରକାରୀ ଭାଷା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.