ସୋମବାରFrom Wikipedia, the free encyclopedia ସୋମବାର ହେଲା ସପ୍ତାହର ଏକ ଦିନ ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ । ଚନ୍ଦ୍ରଙ୍କ ନାମରେ ଏହାଙ୍କ ନାମ ବୋଲି ବିଶ୍ୱାସ କରାଯାଏ ।[1][2] ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାମ ଆରମ୍ଭ ହୁଏ । ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ଦିଆଯାଇନାହିଁ । (ନଭେମ୍ବର ୨୦୨୧)
ସୋମବାର ହେଲା ସପ୍ତାହର ଏକ ଦିନ ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ । ଚନ୍ଦ୍ରଙ୍କ ନାମରେ ଏହାଙ୍କ ନାମ ବୋଲି ବିଶ୍ୱାସ କରାଯାଏ ।[1][2] ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାମ ଆରମ୍ଭ ହୁଏ । ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ଦିଆଯାଇନାହିଁ । (ନଭେମ୍ବର ୨୦୨୧)