ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ସୁକିନ୍ଦା (କ୍ରମିକ ସଂଖ୍ୟା: ୫୪) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୁକିନ୍ଦା ବ୍ଳକ ଓ ଦାନଗଦି ବ୍ଳକ ।[୨][୩]
ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୩,୮୪୨ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ୪୭୦୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ୨,୪୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ବିଧାନ ସଭା ନିର୍ବାଚନ, ସୁକିନ୍ଦା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | ୫୮,୭୬୫ | ୪୭.୭୧ | - | |
କଂଗ୍ରେସ | ଶରତ ରାଉତ | ୫୬,୩୬୨ | ୪୫.୭୬ | - | |
ଭାଜପା | ଦୋଳ ଗୋବିନ୍ଦ ମହନ୍ତ | ୨,୪୨୮ | ୧.୯୭ | - | |
ବସପା | ଗୀତାଞ୍ଜଳି ମହନ୍ତ | ୧,୯୫୫ | ୧.୫୯ | - | |
ଝାମୁମୋ | ସୁଦର୍ଶନ ହଇବୃ | ୯୭୩ | ୦.୭୯ | - | |
ସ୍ୱାଧୀନ | ମାୟାଧର ନାୟକ | ୮୨୯ | ୦.୬୭ | - | |
ସ୍ୱାଧୀନ | ଯଦୁମଣୀ ମହନ୍ତ | ୭୫୫ | ୦.୬୧ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଶେଖ ସବାନ ଅଲୀ | ୪୩୧ | ୦.୩୫ | - | |
ସ୍ୱାଧୀନ | ଦିଲ୍ଲିପ କୁମାର ନାୟକ | ୪୦୨ | ୦.୩୩ | - | |
ସ୍ୱାଧୀନ | ଅମୂଲ୍ୟ କୃଷ୍ଣ ଦାସ | ୨୭୫ | ୦.୨୨ | - | |
ଭୋଟ ବ୍ୟବଧାନ | ୨,୪୦୩ | ୧.୯୫* | - | ||
ମତଦାନ ହାର | ୧,୨୩,୧୯୩ | ୭୬.୪୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.