ଏହା ଏକ ଔଷଧ ଯାହା ଅତ୍ୟଧିକ ଅନ୍ତନଳୀ ଗ୍ୟାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ସାଇମେଟିକୋନ, ସାଇମେଥିକୋନ୍ ବନାନ ମଧ୍ୟ କରାଯାଏ, ଏହା ଏକ ଔଷଧ ଯାହା ଅତ୍ୟଧିକ ଅନ୍ତନଳୀ ଗ୍ୟାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହାର ଉପକାରର ପ୍ରମାଣ ଅସ୍ପଷ୍ଟ ଅଛି ।[2] ଏହା ପାଟିରେ ଦିଆଯାଏ ।[1] ଯୁକ୍ତରାଷ୍ଟ୍ରରେ ବେବି କଲିକ ପାଇଁ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ କିନ୍ତୁ ଯୁକ୍ତରାଜ୍ୟରେ ସେହି ଉଦ୍ଦେଶ୍ୟରେ ଏହା ବ୍ୟବହୃତ ହୁଏ ।[1] [3]
Clinical data | |
---|---|
Trade names | Gas-X, Infacol, Wind-eze, others |
Synonyms | Activated dimeticone |
AHFS/Drugs.com | monograph |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | None |
Protein binding | 0% |
Metabolism | Not metabolized |
Elimination half-life | N/A |
Excretion | feces |
Identifiers | |
IUPAC name
| |
ECHA InfoCard | 100.107.016 |
Chemical and physical data | |
Formula | (C2H6OSi)n · (SiO2)m |
Molar mass | variable |
(verify) |
ଏହି ଔଷଧ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ ।[1] ସ୍ତନ୍ୟପାନ କରେଇବା ଏବଂ ଗର୍ଭଧାରଣ ସମୟରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ ।[1] [4] ଏହା ଅନ୍ତନଳୀ ମଧ୍ୟରେ କାର୍ଯ୍ୟ କରେ ଏବଂ ବୁଦବୁଦଗୁଡିକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ ବୋଲି କୁହାଯାଏ ।[1]
ସାଇମେଟିକୋନ ୧୯୫୦ ମସିହା ଦଶକରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଛି ।[5] ବିନା ପ୍ରେସକ୍ରିପସନରେ ଏହା ଉପଲବ୍ଧ ହୁଏ ।[1] ଏହା ଅପେକ୍ଷାକୃତ ଶସ୍ତା ଅଟେ ।[6] ଏହା ଅନ୍ୟାନ୍ୟ ଔଷଧ ଯେପରିକି ଲୋପେରାମାଇଡ୍ ଏବଂ ଆଣ୍ଟାସିଡ୍ ସହିତ ମିଳିତ ଭାବରେ ଉପଲବ୍ଧ ହୋଇପାରେ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.