![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2e/Cyclobenzaprine2.svg/langor-640px-Cyclobenzaprine2.svg.png&w=640&q=50)
ସାଇକ୍ଲୋବେଞ୍ଜାପ୍ରିନ
ଯୌଗିକ ରାସାୟନିକ ପଦାର୍ଥ, ପେଶୀ ସ୍ପାଜ୍ମ ନିମନ୍ତେ ଦିଆଯାଏ । / From Wikipedia, the free encyclopedia
ସାଇକ୍ଲୋବେଞ୍ଜାପ୍ରିନ (ଇଂରାଜୀ ଭାଷାରେ Cyclobenzaprine, ଏକ ବିକ୍ରୟ ନାମ ଫ୍ଲେକ୍ସେରିଲ/ Flexerilଏକ ଯାହା ଯାହା ହଠାତ୍ ଆରମ୍ଭ ହେଉଥିବା ମାଂସପେଶୀ ସ୍ପାଜ୍ମ (muscle spasm) ବା ଅଙ୍ଗଗ୍ରହ ଚିକିତ୍ସା ନିମନ୍ତେ ଦିଆଯାଏ ।[5] ଏହି ଔଷଧ ସେରେବ୍ରାଲ୍ ପାଲ୍ସି ରୋଗରେ କାମ କରେନାହିଁ ।[5] ପାଟିରେ ଏହା ଦିଆଯାଏ ।[5] ଅଳ୍ପ କିଛି ସପ୍ତାହରୁ ଅଧିକ ସମୟ ଏହା ଦିଆଯାଏନାହିଁ ।[5]
![]() | |
![]() | |
Clinical data | |
---|---|
Trade names | Flexeril, others |
AHFS/Drugs.com | monograph |
MedlinePlus | a682514 |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 33–55%[1][2] |
Protein binding | 93% |
Metabolism | major: CYP3A4, CYP1A2; minor: CYP2D6, N-demethylation[3] |
Metabolites | desmethrylcyclobenzaprine |
Elimination half-life | 32 hours (range 8–37 hours)[4] |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.005.588 ![]() |
Chemical and physical data | |
Formula | C20H21N |
Molar mass | 275.387 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଇକ୍ଲୋବେଞ୍ଜାପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ମୁଣ୍ଡ ଓଜନିଆ ଲାଗିବା ଓ ଶୁଷ୍କ ପାଟି ଆଦି ଲକ୍ଷଣ ଦେଖାଯାଏ ।[5] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃତ୍ସ୍ପନ୍ଦନ (irregular heart beat) ହୁଏ ।[5] ଗର୍ଭାବସ୍ଥାରେ ଏହାର ଖରାପ ପ୍ରଭାବର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ବିଷୟରେ ଅଧିକ ଅନୁଶୀଳନ ହୋଇନାହିଁ ।[5] ଏହା ମାଓ ଇନହିବିଟର (MAO inhibitor) ସହିତ ଦିଆଯାଏନାହିଁ ।[5] ଏହାର କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଅଛି । [5]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସାଇକ୍ଲୋବେଞ୍ଜାପ୍ରିନ ସ୍ୱୀକୃତ ହୋଇଥିଲା ।[5] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[6] ସନ ୨୦୧୬ରେ ୧୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୪୬ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଭାବାର ଗଣାଯାଇଥିଲା ।[7] ସଂଯୁକ୍ତ ରାଷ୍ଟ୍ରରେ ଏହା ସନ ୨୦୧୨ ସୁଦ୍ଧା ମିଳୁନଥିଲା । [8]