ଏହା ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ସମେତ ସାଇକୋସିସ୍ ଏବଂ ଉତ୍ତେଜନାର ଚିକିତ୍ସା ପାଇଁ ପ From Wikipedia, the free encyclopedia
ଲକ୍ସାପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲକ୍ସିଟାନ, ହେଉଛି ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ସମେତ ସାଇକୋସିସ ଏବଂ ଉତ୍ତେଜନାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[2] [3]
Clinical data | |
---|---|
Trade names | Loxitane, Adasuve, others |
AHFS/Drugs.com | monograph |
MedlinePlus | a682311 |
data | |
Routes of administration | By mouth, powder for inhalation |
Legal status | |
Legal status |
|
Pharmacokinetic data | |
Protein binding | 96.8%[1] |
Metabolism | Extensive hepatic; active metabolites include amoxapine and 8-hydroxyloxapine. Inhibits P-gp and is a substrate of CYP1A2, CYP3A4 and CYP2D6[1] |
Elimination half-life | 4 hours (oral); 7.61 hours (inhalation)[1] |
Excretion | Majority are excreted within 24 hours, main route through urine (conjugated metabolites), small amounts through the feces (unconjugated metabolites) |
Identifiers | |
IUPAC name
| |
ECHA InfoCard | 100.016.215 |
Chemical and physical data | |
Formula | C18H18ClN3O |
Molar mass | ୩୨୭.୮୧ g·mol−1 |
3D model (JSmol) | |
Melting point | 109 to 110 °C (228 to 230 °F) |
SMILES
| |
InChI
| |
(verify) |
ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଉପକାର ମିଳିବା ଅସ୍ପଷ୍ଟ ଅଟେ ।[2] ଏହା ପାଟିରେ ଦିଆଯାଏ କିମ୍ବା ପ୍ରଶ୍ୱାସରେ ନିଆଯାଏ ।[2] [3]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚଳପ୍ରଚଳ ସମସ୍ୟା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଠିଆ ହେବା ସହିତ ନିମ୍ନ ରକ୍ତଚାପ ଏବଂ ଦ୍ରୁତ ହୃଦସ୍ପନ୍ଦନ ଗତି ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନରୁ ଅଧିକ ଦୁଗ୍ଧ ଉତ୍ପାଦନ, ବାତ, ଆତପଦାହ, ନିଉରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ଡିମେନ୍ସିଆ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିପାରେ।[2] ଡୋପାମାଇନ ଔଷଧ ଡି୨ ଏବଂ ୫-ଏଚଟି୨ଏ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[3]
୧୯୭୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲକ୍ସାପାଇନ ଅନୁମୋଦିତ ହୋଇଥିଲା ।[2] ଯୁକ୍ତରାଷ୍ଟ୍ରରେ ଏହାର ୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ୨୦୨୧ରେ ୩୮ ଡଲାର ଥିଲା [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.