ବିଧାନ ସଭା ନିର୍ବାଚନମଣ୍ଡଳୀ From Wikipedia, the free encyclopedia
ରେଙ୍ଗାଲି (କ୍ରମିକ ସଂଖ୍ୟା: ୧୬) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଙ୍ଗାଲି ବ୍ଳକ, ଧାନକୁଡ଼ା ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।[2][3]
ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୦,୮୭୦ |
ଜିଲ୍ଲା: | ସମ୍ବଲପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ପଟୁଆ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାଉରି ନାୟକଙ୍କଠାରୁ ୧୮୩୦ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗଡ଼ିଆ, ସ୍ୱାଧୀନ ପ୍ରାର୍ଥୀ ଏମ. ବି. ପ୍ୟାରିରାଜଙ୍କଠାରୁ ୧୩,୭୮୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ରେଙ୍ଗାଲି [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଦୁର୍ଯ୍ୟୋଧନ ଗଡ଼ିଆ | ୩୨,୬୫୬ | ୩୧.୪୫ | - | |
ସ୍ୱାଧୀନ | ଏମ. ବି. ପ୍ୟାରିରାଜ | ୧୮,୮୭୨ | ୧୮.୧୭ | - | |
ବିଜଦ | ସନାତନ ବିଶି | ୧୫,୬୯୪ | ୧୫.୧୧ | - | |
ସ୍ୱାଧୀନ | ନାଉରି ନାୟକ | ୧୨,୩୨୧ | ୧୧.୮୬ | - | |
ଭାଜପା | ଦେବାନନ୍ଦ ଭୁସାଗର | ୧୨,୦୪୪ | ୧୧.୬୦ | - | |
ସ୍ୱାଧୀନ | ସୋମନାଥ ଲୁହା | ୨,୭୭୩ | ୨.୬୭ | - | |
ଝାମୁମୋ | ଗନ୍ଧର୍ବ ସେଠୀ | ୨,୩୨୪ | ୨.୨୪ | - | |
ବସପା | ଜନ୍ମ ରୋହିଦାସ | ୧,୬୭୬ | ୧.୬୧ | - | |
କୋଶଳ କ୍ରାନ୍ତି ଦଳ | ସୁରେନ୍ଦ୍ର ବେହେରା | ୧,୧୭୬ | ୧.୧୩ | - | |
ରିପବ୍ଳିକାନ ପାର୍ଟି ଅଫ ଇଣ୍ଡିଆ | ଭବାନୀ ଶଙ୍କର ସୋହେଲା | ୯୫୧ | ୦.୯୨ | - | |
ଭାରତୀୟ ଜନ ଶକ୍ତି | ବୀରକିଶୋର ଭୋଇସାଗର | ୮୩୭ | ୦.୮୧ | - | |
ସ୍ୱାଧୀନ | ମାନଗୋବିନ୍ଦ ପ୍ରଧାନ | ୭୩୦ | ୦.୭୦ | - | |
ସ୍ୱାଧୀନ | ସୁବଳ ସିଂହ | ୬୮୩ | ୦.୬୬ | - | |
ସ୍ୱାଧୀନ | ଲୋକନାଥ ରୋହିଦାସ | ୬୩୫ | ୦.୬୧ | - | |
ସ୍ୱାଧୀନ | କିଶୋର ଚନ୍ଦ୍ର ଗଡ଼ିଆ | ୪୭୫ | ୦.୪୬ | - | |
ଭୋଟ ବ୍ୟବଧାନ | ୧୩,୭୮୪ | ୧୩.୨୭* | - | ||
ମତଦାନ ହାର | ୧,୦୩,୮୯୬ | ୬୩.୫୦ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.