ରିୟା ଦେ
କଥାଚିତ୍ର ଅଭିନେତ୍ରୀ / From Wikipedia, the free encyclopedia
ରିୟା ଦେ, ଜଣେ ଓଡ଼ିଆ ଅଭିନେତ୍ରୀ ।[1] ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରିୟା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ସେ ପ୍ରେମ ଅଢ଼େଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[2][3] [4]