![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/38/Mebendazole3DanJ.gif/640px-Mebendazole3DanJ.gif&w=640&q=50)
ମେବେଣ୍ଡାଜୋଲ
ମେବେଣ୍ଡାଜୋଲ ଔଷଧ ଅନେକ ପ୍ରକାରର ପରଜୀବୀ କୀଟ/ପୋକମାନଙ୍କ ନିମନ୍ତେ ବ୍ୟବହୃତ ହୁଏ । / From Wikipedia, the free encyclopedia
ମେବେଣ୍ଡାଜୋଲ ଔଷଧ ଅନେକ ପ୍ରକାରର ପରଜୀବୀ କୀଟ/ପୋକମାନଙ୍କ ନିମନ୍ତେ ବ୍ୟବହୃତ ହୁଏ । [2] ଜିଆ ରୋଗ, ସୁତ୍ରକୃମି, ଅଙ୍କୁଶକୃମି, ଗିନି ପୋକ ସଂକ୍ରମଣ, ହାଇଡାଟିଡ ରୋଗ ଓ ଜିଆର୍ଡ଼ିଆ ରୋଗ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବହାର କରାଯାଏ । [2] ଏହି ଔଷଧ ପାଟିବାଟେ ଦିଆଯାଏ । [2]
![]() | |
![]() | |
Clinical data | |
---|---|
Trade names | Vermox[1] |
AHFS/Drugs.com | monograph |
MedlinePlus | a682315 |
Pregnancy category |
|
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 2-10% |
Protein binding | 95% |
Metabolism | Hepatic (extensive) |
Elimination half-life | 3-6 hours |
Excretion | Faeces, urine (5-10%) |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.046.017 ![]() |
Chemical and physical data | |
Formula | C16H13N3O3 |
Molar mass | 295.293 g/mol |
3D model (JSmol) | |
Melting point | 288.5 °C (551.3 °F) |
SMILES
| |
InChI
| |
(verify) |
ମେବେଣ୍ଡାଜୋଲ ଦେହରେ ଉତ୍ତମରୂପେ ସହ୍ୟ କରିହୁଏ । [2] ତଥାପି ମୁଣ୍ଡବଥା, ବାନ୍ତି, ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । [2] ମାତ୍ରାଧିକ ସେବନ କଲେ ଅସ୍ଥିମଜ୍ଜା ଦମନ ହୋଇଯାଏ ।[2] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସଂଦିଗ୍ଧ ଜନକ । [2] ମେବେଣ୍ଡାଜୋଲ ଔଷଧ ବେଞ୍ଜିମିଡାଜୋଲ ଶ୍ରେଣୀର ଏକ ବ୍ରଡସ୍ପେକ୍ଟ୍ରମ ଆଣ୍ଟିହେଲମିନ୍ଥିକ ଏଜେଣ୍ଟ [2]
ମେବେଣ୍ଡାଜୋଲ ପ୍ରଥମେ ସନ ୧୯୭୧ରେ ବ୍ୟବହୃତ ହେଲା । [3]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [5]ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର । [6] ଆମେରିକାରେ ଏହାର ଗୋଟୋଏ ଡୋଜର ମୂଲ୍ୟ ପ୍ରାୟ ୧୮ ଆମେରିକୀୟ ଡଲାର ।[2]