ମିହିର ଦାସ
ଓଡ଼ିଆ ଅଭିନେତା / From Wikipedia, the free encyclopedia
ମିହିର ଦାସ (୧୧ ଫେବୃଆରୀ ୧୯୫୯–୧୧ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ ।[1] ସେ ତିନି ଦଶକରୁ ଅଧିକ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ, ବିଶେଷ କରି ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା, ଏବଂ ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏବଂ ପ୍ରେମ ଅଢ଼େଇ ଅକ୍ଷର ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଥିଲେ ।[2][3][4]
Quick Facts ମିହିର ଦାସ, ଜନ୍ମ ...
ମିହିର ଦାସ | |
---|---|
ଜନ୍ମ | (1959-02-11)୧୧ ଫେବୃଆରୀ ୧୯୫୯ |
ମୃତ୍ୟୁ | ୧୧ ଜାନୁଆରୀ ୨୦୨୨(2022-01-11) (ବୟସ ୬୨) |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ବୈବାହିକ-ସାଥୀ | ସଙ୍ଗୀତା ଦାସ |
ସନ୍ତାନ | ଅମ୍ଳାନ ଦାସ, ଅକ୍ଲାନ୍ତ ଦାସ |
ୱେବସାଇଟ | ଇଣ୍ଟରନେଟ ମୁଭି ଡାଟାବେସରେ ମିହିର ଦାସ |
ଦସ୍ତଖତ | |
Close