ଲେଖା ଚାଲିଛି...

Quick Facts Clinical data, Pronunciation ...
ମିଥାଇଲଫେନିଡେଟ
Thumb
Thumb
Clinical data
Pronunciation/ˌmɛθəlˈfɛnɪdt, -ˈf-/
Trade namesRitalin, Concerta, others
AHFS/Drugs.commonograph
MedlinePlusa682188
data
Pregnancy
category
  • AU: B3
  • US: C (Risk not ruled out)
    Addiction
    liability
    High[1]
    Routes of
    administration
    By mouth, transdermal[1]
    ATC code
    Legal status
    Legal status
    • AU: S8 (Controlled)
    • CA: Schedule III
    • DE: Anlage III (Prescription only)
    • UK: Class B
    • US: Schedule II
    Pharmacokinetic data
    Bioavailability~30% (range: 11–52%)
    Protein binding10–33%
    MetabolismLiver (80%) mostly CES1A1-mediated
    Elimination half-life2–3 hours[2]
    ExcretionUrine (90%)
    Identifiers
    IUPAC name
    • Methyl phenyl(piperidin-2-yl)acetate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.003.662 Edit this at Wikidata
    Chemical and physical data
    FormulaC14H19NO2
    Molar mass233.31 g/mol
    3D model (JSmol)
    Melting point74 °C (165 °F) [3]
    Boiling point136 °C (277 °F) [3]
    SMILES
    • O=C(OC)C(C1CCCCN1)C2=CC=CC=C2
    InChI
    • InChI=1S/C14H19NO2/c1-17-14(16)13(11-7-3-2-4-8-11)12-9-5-6-10-15-12/h2-4,7-8,12-13,15H,5-6,9-10H2,1H3 checkY
    • Key:DUGOZIWVEXMGBE-UHFFFAOYSA-N checkY
      (verify)
    Close

    ମିଥାଇଲଫେନିଡେଟ (ଇଂରାଜୀ ଭାଷାରେ Methylphenidate, ଏକ ବିକ୍ରୟ ନାମ ରିଟାଲିନ/ Ritalin) ଏକ ଉତ୍ତେଜକ ଔଷଧ (stimulant medication) ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଏଡିଏଚଡି/ ADHD) ଓ ନିଦ୍ରାବେଶ ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[1] ଏଡିଏଚଡି ରୋଗ ନିମନ୍ତେ ଏହା ପ୍ରଥମ ଧାଡ଼ିର ଔଷଧ । [1] ଏହା ପାଟିରେ ଦିଆଯାଏ ଓ ଚର୍ମରେ ଲଗାଯାଏ । [1] ଏହାର ବିଭିନ୍ନ ପ୍ରକାର ଫର୍ମୁଲା ଅଛି ଓ ପ୍ରତ୍ୟେକର ପ୍ରଭାବ ସମୟ ଅଲଗା ଥାଏ । [1]

    ମିଥାଇଲଫେନିଡେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଉଦ୍‌ବେଗ ଓ ଓଜନ ହ୍ରାସ ହୁଏ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଆଲର୍ଜି ପ୍ରତିକ୍ରିୟା, ପ୍ରାୟାପିଜ୍ମ, ନିଶାଗ୍ରସ୍ତ (abuse) ଓ ହୃତ୍‌ପିଣ୍ଡ ସମସ୍ୟା ହୋଇପାରେ ।[1] ମସ୍ତିଷ୍କରେ କାଟେକୋଲାମିନର (catecholamines) କାମରେ ଉନ୍ନତି ଆଣି ଏହି ଔଷଧ କାର୍ଯ୍ୟକ୍ଷମ ହୁଏ । [4] ଏହା ନିଉରନମାନଙ୍କର ଡୋପାମିନ (dopamine) ଓ ନରଏପିନେଫ୍ରିନ (norepinephrine) ରିଅପଟେକ (reuptake) ଅବରୋଧ କରିଦିଏ ।[5][4] ମିଥାଇଲଫେନିଡେଟ ଏକ କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ଉତ୍ତେଜକ (central nervous system/ CNS) ଯାହା ସବସ୍ଟିଚ୍ୟୁଟେଡ ଫିନାଇଲଆଲାନିନ (phenethylamine) ଓ ପିପେରିଡିନ (piperidine) ରାସାୟନିକ ଶ୍ରେଣୀର (classes) ଦ୍ରବ୍ୟମାନଙ୍କୁ ଉତ୍ତେଜିତ କରେ ।[6][1]

    ଆଧାର

    ବାହ୍ୟ ଲିଙ୍କ

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.