ମିଥାଇଲଡୋପା
From Wikipedia, the free encyclopedia
ମିଥାଇଲଡୋପା (ଇଂରାଜୀ ଭାଷାରେ Methyldopa, ଏକ ବିକ୍ରୟ ନାମ ଆଲଡୋମେଟ /Aldomet) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ରୋଗ ଚିକିତ୍ସାରେ ଦିଆଯାଏ । ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ high blood pressure in pregnancy ଏହା ସବୁଠାରୁ ପସନ୍ଦଯୋଗ୍ୟ ଔଷଧ । ଅତ୍ୟୁଚ୍ଚ ଲକ୍ଷଣଯୁକ୍ତ ରକ୍ତଚାପ (very high blood pressure resulting in symptoms) ଥିଲେ ଅନ୍ୟାନ୍ୟ ଔଷଧ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଔଷଧର ପ୍ରଭାବ ୫ ଘଣ୍ଟା ପରେ ଆସେ ଓ ପ୍ରାୟ ଗୋଟିଏ ଦିନ ରହେ । [1]
Clinical data | |
---|---|
Trade names | Aldomet, Aldoril, Dopamet, others |
Synonyms | L-α-Methyl-3,4-dihydroxyphenylalanine |
AHFS/Drugs.com | monograph |
MedlinePlus | a682242 |
Pregnancy category |
|
Routes of administration | by mouth, IV |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | approximately 50% |
Metabolism | Liver |
Onset of action | 4 to 6 hrs[1] |
Elimination half-life | 105 minutes |
Duration of action | 10 to 48 hrs[1] |
Excretion | Kidney for metabolites |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
ChEMBL | |
ECHA InfoCard | 100.008.264 |
Chemical and physical data | |
Formula | C10H13NO4 |
Molar mass | 211.215 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏହି ଔଷଧ ସେବନରେ ବହୁତ ନିଦ ଲାଗେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋହିତ ରକ୍ତ କଣିକା ଫାଟିଯାଏ (red blood cell breakdown), ଯକୃତ ସମସ୍ୟା ହୁଏ ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ alpha-2 adrenergic receptor agonist ଶ୍ରେଣୀର ମିଥାଇଲଡୋପା ଏକ ଔଷଧ । ସିମ୍ପାଥେଟିକ ସ୍ନାୟୁ ମଣ୍ଡଳର (sympathetic nervous system) କାର୍ଯ୍ୟ କମେଇବା ନିମନ୍ତେ ମିଥାଇଲଡୋପା ମସ୍ତିଷ୍କକୁ ଉତ୍ତେଜିତ କରେ ।[1]
ମିଥାଇଲଡୋପା ସନ ୧୯୬୦ରେ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୪.୩୧ରୁ ୯.୪୮ ଆମେରିକୀୟ ଡଲାର ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[5]