ଭୋରିକୋନାଜୋଲ
ରାସାୟନିକ ଦ୍ରବ୍ୟ / From Wikipedia, the free encyclopedia
ଭୋରିକୋନାଜୋଲ (ଇଂରାଜୀ ଭାଷାରେ Voriconazole, ଏକ ବିକ୍ରୟ ନାମ ଭିଫେଣ୍ଡ/ Vfend) ଏକ କବକ ବିରୋଧୀ ଔଷଧ (antifungal medication) ଯାହା ଅନେକ ସଂଖ୍ୟକ କବକ ସଂକ୍ରମଣର (fungal infections) ଚିକିତ୍ସା ନିମନ୍ତେ ଦିଆଯାଏ ।[3] ଆସପରଜିଲୋସିସ (aspergillosis), କ୍ୟାଣ୍ଡିଡିଆସିସ୍, କକସିଡାୟୋଡୋମାଇକୋସିସ (coccidioidomycosis), ହିସ୍ଟୋପ୍ଲାଜମୋସିସ (histoplasmosis), ପେନିସିଲିଓସିସ(penicilliosis) ଇତ୍ୟାଦି ରୋଗ ଓ ସେଡୋସ୍ପୋରିଅମ (Scedosporium) ତଥା ଫୁସାରିଅମ (Fusarium) ସଂକ୍ରମଣରେ ଦିଆଯାଏ । [3] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ । [3]
Clinical data | |
---|---|
Pronunciation | /vɒrɪˈkɒnəzoʊl/ vorr-i-KON-ə-zohl |
Trade names | Vfend, others |
Synonyms | (αR,βS)-α-(2,4-Difluorophenyl)-5-fluoro-β-methyl-α-(1H-1,2,4-triazol-1-ylmethyl)-4-pyrimidineethanol[1] |
AHFS/Drugs.com | monograph |
MedlinePlus | a605022 |
data |
|
Pregnancy category |
|
Routes of administration | IV, by mouth (tablets, by mouth suspension) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 96% (oral administration) |
Protein binding | 58% |
Metabolism | Liver: CYP2C19 (significant involvement), also CYP2C9, CYP3A4 |
Metabolites | Voriconazole N-oxide (major; minimal antifungal activity) |
Elimination half-life | Dose-dependent |
Excretion | Urine (80–83%)[2] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.157.870 |
Chemical and physical data | |
Formula | C16H14F3N5O |
Molar mass | 349.311 g/mol |
3D model (JSmol) | |
SMILES
| |
InChI
| |
(verify) |
ଭୋରିକୋନାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଅଇ, ଉଦର ଯନ୍ତ୍ରଣା, ରାସ, ମୁଣ୍ଡବିନ୍ଧା ଓ ହାଲୁସିନେସନ ଦେଖାଯାଇପାରେ (seeing or hearing things that are not present) ।[3] ଗର୍ଭାବସ୍ଥାରେ ଶିଶୁର ହାନୀ ହୋଇପାରେ ।[3] ଏହା ଟ୍ରିଆଜୋଲ (triazole) ଶ୍ରେଣୀର ଏକ ଔଷଧ ।[3] ଏହା କୋଷ ପରଦାକୁ (cell membrane) ବା କବକର ମେଟାବୋଲିଜ୍ମ (metabolism) ପ୍ରଭାବିତ କରିପାରେ ।[3]
ଭୋରିକୋନାଜୋଲ ସନ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେବାକୁ ଏହା ସ୍ୱୀକୃତିପ୍ରାପ୍ତ ହୋଇଛି ।[6] ସନ ୨୯୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଦୈନିକ ପ୍ରାୟ ୧୪.୮୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[7]