ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଭଣ୍ଡାରିପୋଖରୀ (କ୍ରମିକ ସଂଖ୍ୟା: ୪୩) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଣ୍ଡାରିପୋଖରୀ ବ୍ଳକ ଓ ବନ୍ତ ବ୍ଳକ ।[2][3]
ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨,୨୩୨ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁବ୍ରତ କୁମାର ଦାସଙ୍କଠାରୁ ୩୪୦୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କଠାରୁ ୨୦,୪୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ଭଣ୍ଡାରିପୋଖରୀ [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଫୁଲ୍ଲ ସାମଲ | ୬୦,୨୫୦ | ୪୪.୩୭ | - | |
କଂଗ୍ରେସ | ବଦ୍ରି ନାରାୟଣ ଧଳ | ୩୯,୮୪୦ | ୨୯.୩୪ | - | |
ଭାଜପା | ମନମୋହନ ସାମଲ | ୨୧,୧୬୦ | ୧୫.୫୮ | - | |
ସ୍ୱାଧୀନ | ଉଦୟ ନାରାୟଣ ନନ୍ଦ | ୧୨,୧୧୭ | ୮.୯୨ | - | |
ସମୃଦ୍ଧ ଓଡ଼ିଶା | ନିର୍ମଳ ବିଶ୍ୱାଳ | ୧,୩୯୩ | ୧.୦୩ | - | |
ବସପା | ପ୍ରଶାନ୍ତ କୁମାର ସ୍ୱାଇଁ | ୧,୦୩୭ | ୦.୭୬ | - | |
ଭୋଟ ବ୍ୟବଧାନ | ୨୦,୪୧୦ | ୧୫୦୩* | - | ||
ମତଦାନ ହାର | ୧,୩୫,୭୯୯ | ୭୩.୧୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.