ବିଧାନ ସଭା ନିର୍ବାଚନମଣ୍ଡଳୀ From Wikipedia, the free encyclopedia
ଭଟଲୀ (କ୍ରମିକ ସଂଖ୍ୟା: ୫) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଟଲୀ ବ୍ଳକ, ସୋହେଲା ବ୍ଳକ ଓ ଅମ୍ବାଭୋନା ବ୍ଳକ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂହଙ୍କ ଠାରୁ ୨୭,୮୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଭଟଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ଇରାଶିଷ ଆଚାର୍ଯ୍ୟ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୩୦,୭୧୩ |
ଜିଲ୍ଲା: | ବରଗଡ଼ ଜିଲ୍ଲା |
ଲୋକସଭା ଆସନ: | ବରଗଡ଼ |
ପଞ୍ଚାୟତ ସମିତି: | ୩ |
୧୯୫୭ରୁ ୨୦୨୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.