ବିଧାନ ସଭା ନିର୍ବାଚନମଣ୍ଡଳୀ From Wikipedia, the free encyclopedia
ବ୍ରଜରାଜନଗର (କ୍ରମିକ ସଂଖ୍ୟା: ୬) ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର ବ୍ଳକ ଓ ଝାରସୁଗୁଡ଼ା ବ୍ଳକର କିଛି ଅଂଶ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଠାରୁ ୨୬,୭୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[1][2]
ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ସୁରେଶ ପୂଜାରୀ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୪,୪୩୪ |
ଜିଲ୍ଲା: | ଝାରସୁଗୁଡ଼ା ଜିଲ୍ଲା |
ଲୋକସଭା ଆସନ: | ବରଗଡ଼ |
ପଞ୍ଚାୟତ ସମିତି: | ୨ |
ପୌର ପରିଷଦ: | ୧ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.