ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀ
From Wikipedia, the free encyclopedia
ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀ ଗ୍ରାମ-ବିରୋଧୀ ବ୍ଯାକ୍ଟେରୀଆମାନଙ୍କରେ ଦେଖାଯାଏ। ଏହାର ଗଠନ ସାଧାରଣ କୋଷଝିଲ୍ଲୀଠାରୁ ଭିନ୍ନ। ବାହ୍ଯଝିଲ୍ଲୀର ବାହ୍ଯ ଭାଗରେ ଲିପୋବହୁଶର୍କରାରେ ନିର୍ମିତ କଣ୍ଟାକୃତି ପ୍ରତ୍ଯଙ୍ଗ ରହିଥାଏ ଯାହା ଅନ୍ତର୍ବିଷ ପରି କାମ କରେ।[ଆଧାର ଲୋଡ଼ା]
ଛାଞ୍ଚ:Infobox protein family ଛାଞ୍ଚ:Infobox protein family ଏହି ସ୍ତରରେ ପୋରିନ୍ ମିଳିଥାଏ। [1]