ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ବୌଦ୍ଧ (କ୍ରମିକ ସଂଖ୍ୟା: ୮୬) ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବୌଦ୍ଧଗଡ଼ (ବି), ହରଭଙ୍ଗା ଓ ବୌଦ୍ଧ ବ୍ଳକର କିଛି ଅଂଶ ।[2][3]
ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୩୯,୬୨୧ |
ଜିଲ୍ଲା: | ବୌଦ୍ଧ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କନ୍ଧମାଳ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କଠାରୁ ୧୧୧୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ, ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କଠାରୁ ୨୮,୨୦୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ବୌଦ୍ଧ [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଦୀପ କୁମାର ଅମାତ | ୪୯,୪୩୯ | ୫୦.୬୦ | - | |
ସ୍ୱାଧୀନ | ସୁଶାନ୍ତ କୁମାର ପ୍ରଧାନ | ୨୧,୨୩୨ | ୨୧.୭୩ | - | |
କଂଗ୍ରେସ | ନରେନ୍ଦ୍ର କୁମାର ପାଣିଗ୍ରାହୀ | ୧୫,୮୯୫ | ୧୬.୨୭ | - | |
ଭାଜପା | ଶାନ୍ତନୁ କୁମାର ପ୍ରଧାନ | ୪,୬୬୬ | ୪.୭୮ | - | |
ସ୍ୱାଧୀନ | ବୁଦ୍ଧଦେବ ପ୍ରଧାନ | ୧,୦୨୮ | ୧.୦୫ | - | |
ବସପା | ଗଙ୍ଗାଧର ହଂସ | ୧,୦୦୫ | ୧.୦୩ | - | |
ସମୃଦ୍ଧ ଓଡ଼ିଶା | ପୁଷ୍ପିତା ପଟ୍ଟନାୟକ | ୯୫୮ | ୦.୯୮ | - | |
ସପା | ଗୀତାଞ୍ଜଳି ବାଘ | ୭୭୦ | ୦.୭୯ | - | |
ସ୍ୱାଧୀନ | ରାମେଶ୍ୱର ନାୟକ | ୭୬୭ | ୦.୭୮ | - | |
ସ୍ୱାଧୀନ | ବରୋଜ କୁମାର ବେହେରା | ୬୫୯ | ୦.୬୭ | - | |
ସ୍ୱାଧୀନ | ରଶ୍ମୀ ପ୍ରସାଦ ବେହେରା | ୪୪୪ | ୦.୪୫ | - | |
ସ୍ୱାଧୀନ | କିଶୋର ଚନ୍ଦ୍ର ଭୋଇ | ୪୩୯ | ୦.୪୫ | - | |
ସ୍ୱାଧୀନ | ସଞ୍ଜୟ ବେହେରା | ୪୦୬ | ୦.୪୨ | - | |
ଭୋଟ ବ୍ୟବଧାନ | ୨୮,୨୦୭ | ୨୮.୮୭* | - | ||
ମତଦାନ ହାର | ୯୭,୭୬୮ | ୭୩.୧୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.