![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/58/Bosra_square.jpg/640px-Bosra_square.jpg&w=640&q=50)
ବୋସରା
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ବୋସରା
بصرى بصرى الشام | |
---|---|
ସହର | |
ବୋସରା-ଅଲ-ସାମ | |
![]() ବୋସରାର କେନ୍ଦ୍ର ସ୍ଥଳୀ | |
Coordinates: 32°31′N 36°29′E | |
ଦେଶ | ![]() |
ରାଜ୍ୟ | ଦରା |
ଜିଲ୍ଲା | ଦରା |
ଉପଜିଲ୍ଲା | ବୋସରା |
Population (2004) | |
• Total | ୧୯,୬୮୩ |
• Religions | Sunni Muslim Shia Muslim (minority) |
Area code | 15 |
ପ୍ରାଚୀନ ସହର ବୋସରା* | |
---|---|
ଇଉନେସ୍କୋ ସ୍ଥଳୀ | |
![]() | |
ରାଜ୍ୟ ଦଳ | Syria |
ପ୍ରକାର | Cultural |
ନିୟମ | i, iii, iv |
ଆଧାର | 22 |
ଅଞ୍ଚଳ** | Arab States |
ଲେଖ ଇତିହାସ | |
ଲେଖ | 1980 (4th ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ବୋସରା (ପୁରା ନାମ ବୁସରା-ଅଲ୍-ସାମ) ଦକ୍ଷିଣ ସିରିଆରେ ଥିବା ଏକ ସହର । ଏହା ଦରା ଜିଲ୍ଲାରେ ଅବସ୍ଥିତ ଓ ଭୌଗଳିକ ଦୃଷ୍ଟିରୁ ହୌରନ ଅଞ୍ଚଳର ଏକ ଅଂଶ ଅଟେ ।
ସିରିଆର କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ ୨୦୦୪ ସୁଧା ବୋସରାର ଜନସଂଖ୍ୟା ୧୯,୬୮୩ ଥିଲା । [1] ଏହି ସହରର ଅଧିବାସୀ ମାନେ ମୁଖ୍ୟତ ସୁନ୍ନି ମୁସଲମାନ ସମ୍ପ୍ରଦାୟର, ଯଦିଓ କିଛି ପରିମାଣରେ ସିହା ସମ୍ପ୍ରଦାୟର ଲୋକ ମଧ୍ୟ ବାସ କରନ୍ତି ।[2]
ବୋସରା ଏକ ପ୍ରାଚୀନ ସହର ଓ ରୋମାନ ସମୟରେ ଏହା ଏକ ସମୃଦ୍ଧ ପ୍ରାନ୍ତୀୟ ସହର ଥିଲା ଏବଂ ଆଣ୍ଟିଓକର ଗ୍ରୀକ ଗୀର୍ଜା ଅଧିନରେ ଥିଲା । ଇସଲାମୀୟ ସମୟରେ ମଧ୍ୟ ଏହାଶାସନ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା ମାତ୍ର ଅଟୋମାନ କାଳରେ ଏହାର ଗୁରୁତ୍ତ୍ୱ ହ୍ରାସ ପାଇଲା । ବର୍ତ୍ତମାନ ଏହା ଏକ ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ୟୁନୋସ୍କୋଦ୍ୱାରା ଏକ ବିଶ୍ୱ ଐତିହ ସ୍ଥଳ ଭାବେ ଘୋଷିତ ହୋଇଛି ।