![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0c/FoggDam-NT.jpg/640px-FoggDam-NT.jpg&w=640&q=50)
ବର୍ଷା
From Wikipedia, the free encyclopedia
ବର୍ଷା ବା ବୃଷ୍ଟିପାତ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ମେଘରେ ଥିବା ଜଳକଣା ଘନୀଭୂତ ହୋଇ ତରଳ ହେଲେ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିଥାଏ । ବର୍ଷା ଜଳଚକ୍ରର ଏକ ଅଂଶବିଶେଷ । ଏହା ଜୀବଜଗତର ବିକାଶ ଏବଂ ଚାଷ ଇତ୍ୟାଦିରେ ସାହାଯ୍ୟ କରିଥାଏ । ବୃଷ୍ଟିପାତର ପରିମାଣ ମାପିବା ପାଇଁ ବୃଷ୍ଟିମାପକ ଯନ୍ତ୍ର ବ୍ୟବହାର କରାଯାଏ ।[1]
![Thumb image](http://upload.wikimedia.org/wikipedia/commons/thumb/0/0c/FoggDam-NT.jpg/640px-FoggDam-NT.jpg)