ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ବଡ଼ଚଣା (କ୍ରମିକ ସଂଖ୍ୟା: ୫୦) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଡ଼ଚଣା ବ୍ଳକ ।[2][3]
ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୬୫,୧୨୧ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୧ |
ଗ୍ରାମ ପଞ୍ଚାୟତ: | ୩୭ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କଠାରୁ ୧୬୯୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କଠାରୁ ୧୦,୬୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ଚଣା [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ରାକପା | ଅମର ପ୍ରସାଦ ଶତପଥୀ | ୪୩,୪୭୩ | ୪୦.୩୮ | - | |
କଂଗ୍ରେସ | ସୀତାକାନ୍ତ ମହାପାତ୍ର | ୩୨,୮୨୪ | ୩୦.୪୯ | - | |
ସ୍ୱାଧୀନ | ଜନ୍ମେଜୟ ଲେଙ୍କା | ୨୫,୪୦୯ | ୨୩.୬୦ | - | |
ଭାଜପା | ପବିତ୍ର ମୋହନ ସାମନ୍ତରାୟ | ୨,୬୩୩ | ୨.୪୫ | - | |
ସମୃଦ୍ଧ ଓଡ଼ିଶା | ମନ୍ଦାକିନି ଜେନା | ୧,୫୧୭ | ୧.୪୧ | - | |
ଲୋକ ଜନଶକ୍ତି ପାର୍ଟି | ବଳରାମ ନାୟକ | ୭୯୧ | ୦.୭୩ | - | |
ସ୍ୱାଧୀନ | ନବ କିଶୋର ଦଳାଇ | ୪୮୨ | ୦.୪୫ | - | |
ଜନତା ଦଳ (ସଂ) | ଲଳିତ ମୋହନ ନନ୍ଦ | ୩୦୯ | ୦.୨୯' | - | |
କଳିଙ୍ଗ ସେନା | ଯତିନ୍ଦ୍ର କୁମାର ସାହୁ | ୨୨୯ | ୦.୨୧ | - | |
ଭୋଟ ବ୍ୟବଧାନ | ୧୦,୬୪୯ | ୯.୮୯* | - | ||
ମତଦାନ ହାର | ୧,୦୭,୭୦୮ | ୬୬.୮୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.