From Wikipedia, the free encyclopedia
ଫରିଦାବାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ହରିଆଣାର fଅରିଦବଦ୍ ଜିଲ୍ଲାରେ ଅବସ୍ଥିତ ।
Faridabad
फ़रीदाबाद ਫਰੀਦਾਬਾਦ فریدآباد | |
---|---|
Metropolis | |
Country | India |
State | Haryana |
District | Faridabad |
Government | |
• Chief Minister of Haryana | Manohar Lal Khattar |
• Commissioner | Ashok Kumar Sharma |
• Mayor | Ashok Arora |
Area | |
• ସମୁଦାୟ | 742.9 km2 (286.8 sq mi) |
Elevation | 198 m (650 ft) |
Population (2011)[1] | |
• Total | ୧୪,୧୪,୦୫୦ |
• Density | 2,421/km2 (6,270/sq mi) |
Demonym | Faridabadi |
Languages | |
• Official | Hindi, Punjabi |
Time zone | UTC+5:30 (IST) |
PIN | 121004 |
Telephone code | 0129 |
ଯାନବାହାନ ପଞ୍ଚୀକରଣ | HR-51, HR-29, HR-38(commercial), DL-16(Delhi NCR) |
Website | faridabad mcfbd |
ଫରିଦାବାଦ ୨୮.୪୧୨୫ ଉତ୍ତର ଅକ୍ଷାଂଶ ଓ ୭୭.୩୧୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[2]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫରିଦାବାଦ ସହରର ମୋଟ ଜନସଂଖ୍ୟା ୧୦୫୪୯୮୧ ଅଟେ ।[3] ସେଥି ମଧ୍ୟରୁ ୫୫.୦୩% ଜଣ ପରୁଷ ହୋଇଥିବା ବେଳେ ୪୪.୯୭% ଜଣ ନାରୀ ଅଟନ୍ତି । ଫରିଦାବାଦର ସାକ୍ଷରତା ହାର ୬୮.୫୪% ଅଟେ । ଏହା ଜାତୀୟ ହାରଠାରୁ -୩.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୩% ପ୍ରତିଶତ ପୁରୁଷ ଓ ୨୭.୨୦% ନାରୀ ଅଟନ୍ତି । ୧୪.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[3]
ହିନ୍ଦୀ ଫରିଦାବାଦର ସରକାରୀ ଭାଷା ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.