ଏହା ଏକ ଔଷଧ ଯାହା ମୁଖ୍ୟତଃ ଗାଉଟ ସହିତ ହାଇପରୟୁରିସେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ପ୍ରୋବେନେସିଡ (ଆଗରୁ ବ୍ୟାବସାୟିକ ନାମ ପ୍ରୋବାଲାନ ଭାବେ ବିକ୍ରୀ ହେଉଥିଲା) ମୁଖ୍ୟତଃ ଗାଉଟ ଏବଂ ହାଇପରୟୁରିସେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ ।[1] ଏହା β-ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ସିଡୋଫୋଭିରର କ୍ଲିୟରାନ୍ସ ହ୍ରାସ କରିବାକୁ ମଧ୍ୟ ବ୍ୟବହୃତ ହୁଏ ।[1] ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Probalan |
AHFS/Drugs.com | monograph |
MedlinePlus | a682395 |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | 75-95% |
Elimination half-life | 2-6 hours (dose: 0.5-1 g) |
Excretion | kidney (77-88%) |
Identifiers | |
IUPAC name
| |
ECHA InfoCard | 100.000.313 |
Chemical and physical data | |
Formula | C13H19NO4S |
Molar mass | ୨୮୫.୩୬ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି ଏବଂ ଅଇ ହୁଏ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ବୃକ୍କ ପଥର ରୋଗ ଏବଂ ଗାଉଟର ଆକ୍ରମଣ ସମୟରେ ଦେଲେ ଖରାପ ଦିଗକୁ ଗତି କରିପାରେ ।[1] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[2] ଏହା କିଡନୀର ୟୁରେଟ ପୁନଃଶୋଷଣ କ୍ଷମତାକୁ ଅବରୋଧ କରି କାମ କରେ ।[1]
ପେନିସିଲିନ ଯୋଗାଣକୁ ବଢ଼ାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରୋବେନେସିଡ ପ୍ରଥମେ ବିକଶିତ ହୋଇଥିଲା ।[3] ୧୯୫୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ଏବଂ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[1] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୮ ଡଲାର ଥିଲା ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.