ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ପ୍ରାମିପେକ୍ସୋଲ (ଇଂରାଜୀ ଭାଷାରେ Pramipexole, ଏକ ବିକ୍ରୟ ନାମ ମିରାପେକ୍ସ/ Mirapex) ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ/ ପିଡି) ଓ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ/ ଆରଏଲଏସ) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[1] ପିଡି ରୋଗରେ ଏହା ଏକକ ଭାବରେ ଓ ଲେଭୋଡୋପା (levodopa) ସହିତ ଦିଆଯାଇପାରେ ।[1] ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Mirapex, Mirapexin, Sifrol |
AHFS/Drugs.com | monograph |
MedlinePlus | a697029 |
data |
|
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | >90% |
Protein binding | 15% |
Elimination half-life | 8–12 hours |
Excretion | Urine (90%), Feces (2%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.124.761 |
Chemical and physical data | |
Formula | C10H17N3S |
Molar mass | 211.324 g/mol |
3D model (JSmol) | |
SMILES
| |
InChI
| |
(verify) |
ପ୍ରାମିପେକ୍ସୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ନିଦ୍ରା ସମସ୍ୟା, ଶୁଷ୍ଡ ପାଟି ଓ ହାଲୁସିନେସନ (hallucinations) ହୋଇପାରେ ।[1] ପ୍ରତିକ୍ରିୟା ସାଂଘାତିକ ହେଲେ ଜୁଆ ଖେଳ ଆଗ୍ରହ, ଯୌନ ସମ୍ଭୋଗ, ହୃଦ୍ପାତ ଓ ଅଳ୍ପ ରକ୍ତଚାପ (low blood pressure) ହୋଇପାରେ ।[1] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧ ଦେବାର ନିରାପତ୍ତା ଅସ୍ପଷ୍ଟ ଅଛି ।[2] ଏହା ଅଣ-ଏର୍ଗୋଲିନ ଶ୍ରେଣୀର (non-ergoline) ଡୋପାମିନ ଅଗୋନିସ୍ଟ (dopamine agonist) ଔଷଧ ।[1]
ପ୍ରାମିପେକ୍ସୋଲ ସନ ୧୯୯୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[1] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮.୪୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫ ଆମେରିକୀୟ ଡଲାର ।[4] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାରେ ୨୦୪ତମ ସ୍ଥାନ ଅଧିକାର କରିଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.