ପ୍ରଦୀପ୍ତ କୁମାର ନାୟକ ବା ପ୍ରଦୀପ୍ତ ନାୟକ ଓଡ଼ିଶାର ୧୬ଶ ଓଡ଼ିଶା ବିଧାନ ସଭାର ବିରୋଧୀ ଦଳର ନେତା ଅଟନ୍ତି । ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚିତ ହୋଇଛନ୍ତି । [1] ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ଦୁଷ୍ମନ୍ତ ନାୟକଙ୍କୁ ୪୬୮୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[2]

Quick Facts ପ୍ରଦୀପ୍ତ କୁମାର ନାୟକ, ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା ...
ପ୍ରଦୀପ୍ତ କୁମାର ନାୟକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯  ଚାଲୁଅଛି
ପୂର୍ବ ଅଧିକାରୀଅନାମ ନାୟକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉକିର୍ର୍ଷାଣି ନାୟକ (ବାପା)
ଘରଜରପଡ଼ା, ଭବାନୀପାଟଣା, କଳାହାଣ୍ଡି, ଓଡ଼ିଶା
ବୃତ୍ତିରାଜନୀତିଜ୍ଞ
Close

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.